Daily Archives

July 24, 2021

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସର ଏନକାଉଣ୍ଟର ସୂଚନା । ଚୌଦାରରୁ ବାରିପଦା  ଜେଲକୁ ନେବାବେଳେ ବାଟରେ…

କନକ ବ୍ୟୁରୋ: ରାଜ୍ୟର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସର ଏନକାଉଣ୍ଟର । ଆଜି ଚୌଦାରରୁ ବାରିପଦା ନେବା ବାଟରେ ପୋଲିସ ହାଇଦରକୁ ଏନକାଉଣ୍ଟର କରିଥିବା ନେଇ ସୂଚନା ମିଳୁଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଲାକିର ସହ ହାଇଦର ପୋଲିସ ହାତରୁ ଖସିଯାଉଥିବାବେଳେ ପୋଲିସ ତାକୁ…

କୁନିଝିଅ ଆଖିରୁ ହଜିଯାଉଛି ଜ୍ୟୋତି । ଆଖି କ୍ୟାନସରରେ ପୀଡିତ ଝିଅର ଚିକିତ୍ସା ପାଇଁ ଅସମର୍ଥ ଦିବ୍ୟାଙ୍ଗ ବାପା, ମା ।…

କନକ ବ୍ୟୁରୋ: ଭଗବାନ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଡାକ ଶୁଣିଲେ, କୋଳରେ ଶିଶୁଟିଏ ଦେଲେ । ହେଲେ ଖୁସି ବେଶି ଦିନ ପାଇଁ ରହିଲା ନାହିଁ । ଝିଅ ଜନ୍ମ ନେବାର ୭ ମାସ ପରେ ଆଖି କ୍ୟାନ୍ସରରେ ପୀଡିତ ହୋଇ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ସାରିଥିବା ବେଳେ ଏବେ ଅନ୍ୟ ଆଖିରୁ ଜ୍ୟୋତି ହରାଉଛି ।…

୩୫ ମାସ ଚାଲିବ କୃଷକ ଆନ୍ଦୋଳନ, ସରକାର ଚାହିଁଲେ ଦିଲ୍ଲୀରେ ୫ ଲକ୍ଷ ଟ୍ରାକ୍ଟର ସହ ରାଲି କରିବେ କୃଷକ : ରାକେଶ ଟିକାୟତ

କନକ ବ୍ୟୁରୋ :ଦିଲ୍ଲୀ ଜୟପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଳରେ ଶନିବାର ପହଂଚିଥିଲେ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ । ସେ କହିଛନ୍ତି କି, ସରକାର ତାଙ୍କ ଜିଦରେ ଅଟଳ ଥିବାରୁ କୃଷକ ଆନ୍ଦୋଳନ ଆହୁରି ୩୫ ମାସ ପର୍ଯ୍ୟନ୍ତ ଚାଲିବ । ସରକାର ସର୍ତ୍ତ ସହିତ ଆଲୋଚନା କରିବାକୁ…

ବିନା ସେଟ୍ରିଂରେ ପଡିଥାଆନ୍ତା ନିଗମାନନ୍ଦ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟର ଛାତ । ବାଉଁଶ ଢିରାରେ ଛାତ ପାଇଁ ବିଛା…

କନକ ବ୍ୟୁରୋ: ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା । ସାମ୍ନାକୁ ଆସିଲା ଠକ ଠିକାଦାରଙ୍କ କାରନାମା । ବିନା ସଟ୍ରିଂରେ ରଡ ବାନ୍ଧିଥିଲେ ଛାତ ପକାଇବା ପାଇଁ  ଆଉ ଏହି ଖବର ଗଣମାଧ୍ୟମ ନଜରକୁ ଆସିବା ପରେ ଖୋଲିନେଲେ ଲୁହାଛଡ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି…

ଲାଂଚ ମାମଲାରେ ଜାମିନ ପାଇ ଜେଲରୁ ବାହାରିଲେ ଆଶୁତୋଷ ମିଶ୍ର । ହେଲେ ପୁଣି ଆୟବର୍ହିଭୁତ ସମ୍ପତି ଠୁଳ ମାମଲାରେ ଗିରଫ…

କନକ ବ୍ୟୁରୋ: ଜାମିନ ପାଇ ଜେଲରୁ ମୁକୁଳିଲେ, ପୁଣି ଗିରଫ ହେଲେ । ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । କଳାହାଣ୍ଡି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସରକାରୀ ଓକିଲ ଆଶୁତୋଷ ମିଶ୍ର ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସରକାରଙ୍କ ଦ୍ୱାରା ବହିଷ୍କୃତ ହୋଇଛନ୍ତି । ଗତ ୩…

ରାଜ୍ୟସଭା ଯିବେ ପ୍ରସାର ଭାରତୀର ପୂର୍ବ ସିଇଓ ଜବାହର ସରକାର । ଦିନେଶ ତ୍ରିବେଦୀଙ୍କ ସ୍ଥାନରେ ଟିଏମସିରୁ ହେଲେ ଆଶାୟୀ…

କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ପାର୍ଟି ପୂର୍ବତନ ଆଇଏଏସ ଅଧିକାରୀ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି । ଟିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏଭଳି ସୂଚନା ଦିଆଯାଇଛି । ଜବାହର ସରକାର କିଛିଦିନ ପାଇଁ ପ୍ରସାର ଭାରତୀୟ ସିଇଓ ଭାବେ…