Daily Archives

July 17, 2021

ଟିକା ନେବା ପରେ ବି ରହିଛି ସଂକ୍ରମଣ ଆଶଙ୍କା । ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦ ପ୍ରତିଶତ 

କନକ ବ୍ୟୁରୋ: ରାଜଧାନୀରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି । ଟିକା ନେଇଥିବା ଲୋକ କୋଭିଡ ନିୟମକୁ…

କର୍ଣ୍ଣାଟକ ବିଜେପିରେ କନ୍ଦଳ । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ଇସ୍ତଫା ଦାବି କଲେ ବିଦ୍ରୋହୀ ବିଧାୟକ,…

କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ କନ୍ଦଳ । କ୍ଷମତାରେ ଥିବା ବିଜେପି ଦଳରେ ଦେଖିବାକୁ ମିଳିଛି ଫାଟ । କିଛି ବିଜେପି ବିଧାୟକଙ୍କ ବିଦ୍ରୋହ ନୀତି ଏବେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ରାତିର ନିଦ ହଜାଇ ଦେଇଛି । ଏପରିକି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଏବେ ଟଳମଳ ଅବସ୍ଥାରେ ଥିବା ଆଶଙ୍କା…

ରାଜନୀତିରେ ‘ମିଶନ ଶକ୍ତି’ । ବିଜେପି କହିଲା, ମହିଳାଙ୍କ ପ୍ରକୃତ ବିକାଶ କରୁନାହାଁନ୍ତି ସରକାର । ବିଜେଡିର ଜବାବ- ମିଶନ…

କନକ ବ୍ୟୁରୋ : ମିଶନ ଶକ୍ତିକୁ ୪୫୩ କୋଟିର ପ୍ୟାକେଜ ଘୋଷଣା ପରେ ମହିଳାଙ୍କୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ୭୦ ଲକ୍ଷ ମହିଳା ସଦସ୍ୟ ଥିବା ଏହି ଗ୍ରୁପ ଏକ ବଡ ଧରଣର ଭୋଟ ବ୍ୟାଙ୍କ ହିସାବରେ ବ୍ୟବହାର ହେଉଛନ୍ତି କି ?  ତାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି । ୨୦୦୧ରୁ ଆରମ୍ଭ…

ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗିବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା

କନକ ବ୍ୟୁରୋ: ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗୁ ହେବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ । ବଡଦାଣ୍ଡରେ ଥିବା ଘର ଛାତ, ବାଲକୋନିରେ ଠିଆ ହେବା ଉପରେ କଟକଣା ଲଗାଯାଇଛି । ବଡଦାଣ୍ଡରେ ଥିବା ହୋଟେଲ ଧର୍ମଶାଳା ୧୮ ସୁଦ୍ଧା ଖାଲି ପାଇଁ…

ସୋମବାରରୁ ସାରା ରାଜ୍ୟରେ ଗଡ଼ିବ ଘରୋଇ ବସ୍ । ସଂଘର ଦାବିକୁ ସରକାର ମାନିନେବା ପରେ ଆସିଲା ନିଷ୍ପତ୍ତି, ୨ ମାସର ସଡ଼କ…

କନକ ବ୍ୟୁରୋ : ଆସନ୍ତା ସୋମବାରଠାରୁ ରାଜ୍ୟର ସବୁ ଅଞ୍ଚଳରେ ଗଡିବ ବସ୍ । ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ କରିବାକୁ ଲୋକସେବା ଭବନରେ ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ପରେ ସୋମବାରଠୁ ବସ ଚଳାଚଳ ସ୍ୱାଭାବିକ କରିବାକୁ ସଂଘ ନିଷ୍ପତ୍ତିି ନେଇଛି ।…

ତାଲାବନ୍ଦରେ ଖୋଲିବ ସ୍କୁଲ ।ଜୁଲାଇ ୨୬ରୁ ଶ୍ରେଣୀଗୃହରେ ବସି ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା, କରୋନା କାଳରେ…

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଆଂଶିକ ତାଲାବନ୍ଦ, ସେପଟେ ସ୍କୁଲ ଖୋଲିବାକୁ ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଆସନ୍ତା ଜୁଲାଇ ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଏଥିପାଇଁ ବ୍ୟାପକ ଗାଇଡଲାଇନ ସରକାର ଜାରି କରିଛନ୍ତି । ସେହିଭଳି ପରୀକ୍ଷା କିଭଳି ହେବ ଓ ଫଳ କିପରି…