Daily Archives

July 16, 2021

ରାଜ୍ୟରେ ଲାଗୁ ହୋଇଛି ନୂଆ ଲକଡାଉନ କଟକଣା । ଆଜିଠୁ ସାରା ରାଜ୍ୟରେ ଖୋଲିଛି ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । 

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଲକଡାଉନ କଟକଣା । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଆଜିଠାରୁ ସାରାରାଜ୍ୟରେ ଖୋଲିଛି ଜିମ, ସ୍ପା, ସେଲୁନ, ବ୍ୟୁଟିପାର୍ଲର । ସେହିପରି ରାଜ୍ୟରେ ଆରମ୍ଭ ହୋଇଛି ବସ୍ ସେବା । ହେଲେ କେତେକ ସ୍ଥାନରେ ବସ୍ ଗଡିଥିବାବେଳେ କଟକ, ଭୁବନେଶ୍ୱର ଭଳି…

ଗଞ୍ଜାମ ଖଲ୍ଲିକୋଟ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଲାଗୁଛି ଲମ୍ବା ଲାଇନ 

କନକ ବ୍ୟୁରୋ: ଗଞ୍ଜାମ ଖଲ୍ଲିକୋଟରେ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ । ଟିକା ନେବା ପାଇଁ ରାତି ୧୨ଟାରୁ ଧାଡ଼ିରେ ଛିଡ଼ା ହେଉଛନ୍ତି ଶତାଧିକ ପୁରୁଷ-ମହିଳା । ଦିନରେ ଟିକା ପାଇବାକୁ ରାତି ସାରା ଲୋକ ହେଉଛନ୍ତି ରାତି ଅନିଦ୍ରା । ସେହିପରି ଭଂଜନଗରରେ ମଧ୍ୟ ଦେଖିବାକୁ ମିଳିଛି ଟିକା କେନ୍ଦ୍ର…

ପୁରୀ ପ୍ରଶାସନ ବିରୋଧରେ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସାଂଘାତିକ ଅଭିଯୋଗ । କହିଲେ, ତାଙ୍କୁ ଦିଆଯାଇଥିଲା ୩ଟି ବିକଳ୍ପ ।…

କନକ ବ୍ୟୁରୋ: ପୁରୀ ରଥ ଯାତ୍ରା ପାଇଁ ଜଗନ୍ନାଥ ସେନା ଆବାହକ, ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁରୀରୁ ତଡିପାର କରାଯାଇଛି । ରଥ ଯାତ୍ରାରେ କାଳେ କୌଣସି ବିବାଦୀୟ ସ୍ଥିତି ସୃଷ୍ଟି କରିବେ, ସେଥିପାଇଁ ପ୍ରିୟଦର୍ଶନଙ୍କୁ ତାଗିଦ କରାଯାଇଥିଲା । ଏପରିକି ତାଙ୍କ ଆଗରେ ତିନୋଟି ବିକଳ୍ପ ଦିଆଯାଇଥିଲା ।…

ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ । ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ।

କନକ ବ୍ୟୁରୋ: ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ । ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ଏହି ଅବସରରେ ଉଦବୋଧନ…

ନିଆଁ ଲାଗି ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ଘଟଣା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ସାଇଂଟିଫିକ୍ ଟିମ ସହ…

କନକ ବ୍ୟୁରୋ: ପାରଳାଖେମୁଣ୍ଡି ସରକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଏହା ଏକ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ନା ହତ୍ୟା ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ସୌମ୍ୟରଞ୍ଜନଙ୍କ ପରିବାରର ଅଭିଯୋଗ ପରେ ଡିଏଫଓ, ରୋଷେୟା ଓ ତାଙ୍କ ପତ୍ନୀଙ୍କ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଦୋଳନ ମୁଡକୁ ଆସୁଛନ୍ତି ତିନି ଦଳ । ଚାଷୀଙ୍କୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ୨୦ରେ…

କନକ ବ୍ୟୁରୋ: ବିଜେଡିର ‘ଧାନ’ ପ୍ରତିବାଦ ବିଜେପିର ‘ବିଜୁଳି’ ପ୍ରତିବାଦ କଂଗ୍ରେସର ‘ତେଲ’ ପ୍ରତିବାଦ । ପ୍ରତିବାଦର ଏହି ଯୋଜନା କିମ୍ବା ଧାରା, ପ୍ରମାଣିତ କରୁଛି ପଂଚାୟତ ନିର୍ବାଚନ ଆଗରୁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଧରି ରାଜରାସ୍ତାକୁ ଓହ୍ଲାଇବା ସହ କର୍ମୀଙ୍କୁ ସକ୍ରିୟ କରିବାକୁ…