Daily Archives

July 11, 2021

୨୦ ବର୍ଷ ଧରି ରୋଜଗାର ଦେଲା, ବୁଢା ବେଳେ ଜଙ୍ଗଲରେ ଛାଡି ମାଲିକ ଛୁ ମାରିଲା ।

କନକ ବ୍ୟୁରୋ : ପ୍ରାୟ ୨୦ ବର୍ଷରୁ ଉଦ୍ଧ୍ୱର୍ କାଳ ଓଟକୁ ନିଜ କାମରେ ଲଗାଇଲେ। ଭଲ ଅର୍ଥ ରୋଜଗାର କଲେ। ଆଉ ଯେତେବେଳେ ଓଟଟି ବୁଢ଼ା ହୋଇଗଲା, ତାକୁ ଜଙ୍ଗଲରେ ଛାଡ଼ି ମାଲିକ ଏବେ ଛୁ’ ମାରିଛନ୍ତି। ବିଚରା ଓଟଟି ଏଣେତେଣେ ଅସହାୟ ଅବସ୍ଥାରେ ବୁଲୁଛି। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି…

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ବିଭିନ୍ନ ସ୍ଥାନରେ ଭକ୍ତ ତିଆରି କଲେ କୁନି ନନ୍ଦିଘୋଷ ।

କନକ ବ୍ୟୁରୋ: ରାତି ପାହିଲେ ମହାପ୍ରଭୁଙ୍କ ସବୁଠାରୁ ବଡଯାତ୍ରା ଘୋଷଯାତ୍ରା । କୋଟି ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି । ଏମିତି ସମୟରେ କେହି କେହି ନିଆରା ଢ଼ଙ୍ଗରେ ରଥ ତିଆରି କରି ନିଜର ଭାବକୁ ପ୍ରକାଶ କରିଛନ୍ତି । ଶିଳ୍ପୀ ସୁବଳ…

ପଦ୍ମ ପୁରସ୍କାର ପାଇଁ ନୋମିନେସନ ଭରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ । କହିଲେ ଅସାଧାରଣ କାମ କରିଥିବା ଲୋକଙ୍କୁ…

କନକ ବ୍ୟୁରୋ : ରବିବାର ଦିନ ପଦ୍ମ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଲୋକଙ୍କ ଠାରୁ ଆବେଦନ ମାଗିଛନ୍ତି  । ସେ କହିଛନ୍ତି କି ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ ଅସାଧାରଣ କାମ କରିଥିବା ଲୋକଙ୍କ ନାମ ଆବେଦନ କରାଯାଉ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, “ଭାରତରେ ବହୁ…

ପୋତିହେବାକୁ ବସିଲାଣି ଜୁନାଗଡ ବ୍ଲକର ଜୀବନରେଖା ଭତ୍ରା ଡ୍ୟାମ୍ । ୫୦ ବର୍ଷରେ ଥରୁଟିଏ ବି ହୋଇନାହିଁ ପୁନରୁଦ୍ଧାର । 

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଜୀବନରେଖା ଭତ୍ରା ଡ୍ୟାମ ଏବେ ପୋତିହେବାକୁ ଲାଗିଲାଣି । ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ । ଦିନେ ଡ୍ୟାମରୁ ଜୁନାଗଡ ବ୍ଲକର ୧୮ଶହ ହେକ୍ଟର ଚାଷ ଜମି ପାଣି ଯୋଗାଯାଉଥିଲା । କିନ୍ତୁ ଏବେ ଭତ୍ରା ଡ୍ୟାମରେ ପ୍ରାୟ ୧୫ ଫୁଟ ମାଟି ପୋତି…

ଜମ୍ମୁ-କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ଫୋକସ । ପ୍ରତି ସପ୍ତାହରେ ଗସ୍ତ କରିବେ ୪ କେନ୍ଦ୍ରମନ୍ତ୍ରୀ । ଖୁବଶୀଘ୍ର…

କନକ ବ୍ୟୁରୋ : ଆସନ୍ତା ବର୍ଷ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ କେନ୍ଦ୍ର ସରକାର ଏହି କେନ୍ଦ୍ର ଶାସିତ ଅଞ୍ଚଳର ଅପହଂଚ ଇଲାକାରେ ପହଂଚିବାକୁ ଚେଷ୍ଟା କରୁଛି । ମିଳିଥିବା ସୂଚନା ମୁତାବକ ପ୍ରତି ସପ୍ତାହରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ –କାଶ୍ମୀର ଗସ୍ତ…

ରଥଯାତ୍ରାରେ ହୋଇପାରେ ବର୍ଷା । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର, ଆଗାମୀ ୨୪…

କନକ ବ୍ୟୁରୋ : ରଥଯାତ୍ରାରେ ହୋଇପାରେ ବର୍ଷା । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପୁରୀ ସମେତ ଉପକୂଳ ଓଡିଶାରେ ଆଗାମୀ ୨୪ ଘଣ୍ଟା ଧରି…