Daily Archives

July 11, 2021

ପ୍ରଥମ ଥର ପାଇଁ ଦ୍ୱିତୀୟ ଲହରରେ ୩ ପ୍ରତିଶତ ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର । ଏପଟେ ନୟାଗଡ଼ ଓ ମୟୂରଭଞ୍ଜର ଟିପିଆର…

କନକ ବ୍ୟୁରୋ: ମେ’ ମାସରେ ଓଡ଼ିଶାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବଢୁଥିଲା, ସେମିତି ବଢୁଥିଲା ସଂକ୍ରମଣ ହାର । ପ୍ରତି ୪-୫ ଜଣ କରୋନା ପରୀକ୍ଷା କରୁଥିବା ବେଳେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଦ୍ୱିତୀୟ ଲହରର ଶୀର୍ଷ ସ୍ତରରେ ପହଁଚିଥିଲା ସଂକ୍ରମଣ । ତେବେ ଜୁନ ମାସ…

ମହାବାହୁଙ୍କ ଅପେକ୍ଷାରେ ତିନି ରଥ । ରଥଖଳାରୁ ଶ୍ରୀମନ୍ଦିର ଆଗକୁ ଆସିଲେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ । ସେପଟେ…

କନକ ବ୍ୟୁରୋ: ରାତି ପାହିଲେ ଘୋଷଯାତ୍ରା । ମହାମାରୀ ଯୋଗୁଁ ଶ୍ରଦ୍ଧାଳୁ ସିନା ପୁରୀକୁ ଯାଇ ମହାପ୍ରଭୁଙ୍କ ରଥକୁ ଟାଣିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତିି କିନ୍ତୁ ଟିଭି ମାଧ୍ୟମରେ ହେଉ ପଛକେ ଘୋଷଯାତ୍ରା ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ । ଆଉ ଏହାରି…

କୋଭିଡ କଟକଣା ଭିତରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜ୍ଞାମାଳ ବିଜେ ପରେ ଆଜି ସିଂହଦ୍ୱାର ସମ୍ମୁଖରେ…

କନକ ବ୍ୟୁରୋ: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ । ରାତି ପାହିଲେ ବିନା ଭକ୍ତରେ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୁରତୀ । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା ।…

ଲକ୍ଷ୍ନୌରୁ ୨ ଆତଙ୍କବାଦୀ ଗିରଫ ହେବା ଘଟଣା । ପୋଲିସ ଅଧିକାରୀ କହିଲେ ଆତ୍ମଘାତୀ ବିସ୍ଫୋରଣ ପାଇଁ କରିଥିଲେ ଯୋଜନା ।

କନକ ବ୍ୟୁରୋ : ଆଜି ଏଟିଏସ ପକ୍ଷରୁ ଚଢାଉ କରାଯାଇ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ନିକଟରେ ଥିବା ଏକ ବିଲ୍ଡିଂରୁ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ୍ କରିବା ସହ ବିପୁଳ ପରିମାଣର ଆତ୍ମଘାତୀ ସାମଗ୍ରୀ ଜବତ କରିଛି । ଏହାପରେ ସନ୍ଦିଗ୍ଧ ୨ଜଣଙ୍କୁ ପଚରା ଉଚରା କରିବା ପରେ ପୋଲିସ କହିଛି କି ଏହି…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା । ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ । 

କନକ ବ୍ୟୁରୋ :  ନବନିଯୁକ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏକ ବଡ଼ ଘୋଷଣା କରିଛନ୍ତି ।  ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ ‘ଉଡାନ’ ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି…

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ…

କନକ ବ୍ୟୁରୋ : କୋଭିଡ ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଅର୍ଥନୀତି ଠାରୁ ଶିକ୍ଷା, ବାଣିଜ୍ୟ ଠାରୁ କୃଷି ସବୁ କ୍ଷେତ୍ରରେ ମନ୍ଦାବସ୍ଥା ପାଇଁ କେବଳ କୋଭିଡ-୧୯ ହି ଦାୟି । ଏସବୁ କ୍ଷେତ୍ରର ପୁନଃଉଦ୍ଧାର ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜ୍ୟ…