Daily Archives

July 10, 2021

ଗାଁରେ ଯଜ୍ଞ ପାଇଁ ଚାନ୍ଦା ଦେଇ ପାରିଲେନି ବୋଲି ହୋଇଗଲେ ବାସନ୍ଦ । ମନ୍ଦିର, ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ କଲେ…

କନକ ବ୍ୟୁରୋ: ଗାଁରେ ଚାନ୍ଦା ଦେଲେନି ବାସନ୍ଦ ହେଲେ । ୪ଟି ପରିବାରକୁ ମନ୍ଦିର, ପାଣି ଠାରୁ ଆରମ୍ଭ କରି ସବୁ କିଛି ଉପରେ କଟକଣା ଲଗାଯାଇଛି । ଖାଲି ସେତିକି ନିହେଁ ଅନ୍ଧାର ରାତିରେ ଘର ଉପରକୁ ଟେକା ପଥର ମାଡ କରୁଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର । ଏନେଇ ଥାନାରେ ଅଭିଯୋଗ ହେବା ପରେ…

ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ । ଜୁଲାଇ ୧୮ରୁ ଆରମ୍ଭ ହେବ ମ୍ୟାଚ୍, ସ୍ପଷ୍ଟ କଲା ବସିସିଆଇ । ଜାଣନ୍ତୁ…

କନକ ବ୍ୟୁରୋ :  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ୍ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଏହାକୁ ୫…

ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦରୁ ଛଡା ଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ…

କନକ ବ୍ୟୁରୋ: ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏଥପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ ଏହା ଛଡାଯିବ । ହୀରାକୁଦରୁ ପାଣି ଛଡାଯିବାର ୪୮ଘଂଟା ପରେ ମୁଣ୍ଡଳୀରେ ପହଂଚିବ…

କନ୍ଧମାଳ ଗୋଛାପଡାରେ ବଡଧରଣର ମାଓ ବିରୋଧୀ ଅପରେସନ । ନକ୍ସଲ ଗୁଳିରେ ଆହତ ଦୁଇ ଯବାନଙ୍କୁ କରାଗଲା ଏୟାର ଲିଫ୍ଟ ।…

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଗୋଚ୍ଛପଡାରେ ଆଜି ସକାଳୁ ଓଡିଶା ପୋଲିସର ଏସଓଜି ଆରମ୍ଭ କରିଥିଲା ଏକ ବଡଧରଣର ନକ୍ସଲ ବିରୋଧୀ ଅପରେସନ୍ । ଏହି ଅପରେସନ୍ ବେଳେ ଏସଓଜି ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଓଡିଶା ପୋଲିସର ୨ ଜଣ ଆହାତ ହୋଇଥିଲେ । ତେବେ ତୁରନ୍ତ ସେମାନଙ୍କୁ…

ବିହାରରେ ସୋମବାର ଠାରୁ ଖୋଲିବ ସ୍କୁଲ ଓ କଲେଜ । ୫୦ ପ୍ରତିଶତ ଉପସ୍ଥାନ ସହ ଏମିତି ହେବ କ୍ଲାସ

କନକ ବ୍ୟୁରୋ : ଲକଡାଉନ କଟକଣା ଯୋଗୁଁ ବିହାରରେ ବନ୍ଦ ରହିଥିବା ସ୍କୁଲ , କଲେଜ ଓ ୟୁନିଭରସିଟି ସୋମବାର ଠାରୁ ଖୋଲିବାକୁ ଯାଉଛି । ୫୦ ପ୍ରତିଶତ ଉପସ୍ଥାନ ସହ ଏହି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ସୂଚନା ଦେଇଛନ୍ତି   । ସ୍କୁଲ ଆସୁଥିବା ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେ ଶ୍ରୀଜିଉ । ୧୩ରୁ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ରତ୍ନ…

କନକ ବ୍ୟୁରୋ: ଜୁଲାଇ ୧୩ରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଏନେଇ ଆଜି ଏଏସଆଇ ସୁପରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ଲେଜର ସ୍କାନିଂ…