Daily Archives

July 5, 2021

ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି । ବିଜେଡି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି-ବିଜେଡି କଳି । ଏହି ଯୋଜାନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଛି । ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ରାଜଧାନୀ ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ । ହତ୍ୟାକାରୀ କରିଥିଲା ଭିଡିଓ କଲ୍

କନକ ବ୍ୟୁରୋ: ଭୀମଟାଙ୍ଗୀ ଅଞ୍ଚଳ ହତ୍ୟାକାଣ୍ଡ ଘଟଣାରେ ପୋଲିସର ତଥ୍ୟ । ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଭିଡିଓ କଲ କରିଥିଲା । ଏକ ଅଜଣା ନମ୍ବରରୁ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର । ଆଉ ଫୋନ କଲ ପାଇବା ପରେ…

ରହସ୍ୟ ଘେରରେ ରାଜଧାନୀ ହତ୍ୟାକାଣ୍ଡ । କଣ ରହିଛି ହତ୍ୟାକାଣ୍ଡ ପଛର କାରଣ? ଖିଅ ଖୋଜୁଛି ପୋଲିସ

କନକ ବ୍ୟୁରୋ: ରହସ୍ୟ ବଢାଉଛି ଭୁବନେଶ୍ୱର ଭୀମଟାଙ୍ଗୀ ହତ୍ୟାକାଣ୍ଡ ଘଟଣା । ସନ୍ଦିଗ୍ଧ ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଆଉ ସେହି ଘରୁ ଜଣେ ଆହତ ଯୁବକଙ୍କ ଉପସ୍ଥିତି ପୋଲିସକୁ ଆହୁରି ଅଡୁଆରେ ପକାଇ ଦେଇଛି । ତେବେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ଏବେ…

ଚାଷ କରିବାକୁ ନଥିଲା ଟଙ୍କା । ପୁଅର ଭଙ୍ଗା ସାଇକେଲକୁ ବିଲରେ ଟାଣି ଟାଣି ହଳ କଲା ଗରିବ ବାପା । କରୋନା ଭିତରେ ଆସିଲା…

କନକ ବ୍ୟୁରୋ : କରୋନା କାଳରେ ଏହି କାହାଣୀ ଶୁଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ । ଏହି କାହାଣୀ ହେଉଛି ତାମିଲନାଡୁର ଜଣେ ଗରିବ ଚାଷୀ ୩୭ ବର୍ଷୀୟ ନାଗରାଜଙ୍କର । କରୋନା ଦିନେ ଯେ କଷ୍ଟର ଏମିତି କାହାଣୀ ଲେଖିବ, ତାହା କେବେ ହେଲେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ନାଗରାଜ । ନାଗରାଜଙ୍କର…

ରାଜଧାନୀ ହତ୍ୟାକାଣ୍ଡ ଘଟଣା: ପୋଷ୍ଟମର୍ଟମ ପାଇଁ ଗଲା ମହିଳାଙ୍କ ମୃତଦେହ । ଶ୍ୱଶୂର କହିଲେ, ମୋ ବୋହୂକୁ ହତ୍ୟା…

କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳ ହତ୍ୟାକାଣ୍ଡ ଘଟଣା । ମୃତ ମହିଳାଙ୍କ ମୃତଦେହକୁ ସମ୍ପୃକ୍ତ ଘରୁ ଉଦ୍ଧାର କରାଗଲା । ମହିଳାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଗଲା । ସେପଟେ ହତ୍ୟାକାଣ୍ଡକୁ ନେଇ ରହସ୍ୟ ବଢିଚାଲିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୃତ ମହିଳାଙ୍କ…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ,…