Daily Archives

June 29, 2021

ମାଟ୍ରିକ୍ ମାର୍କ ବିବାଦ ନେଇ ବୋର୍ଡର ସ୍ପଷ୍ଟୀକରଣ । ବୋର୍ଡ ଅଧ୍ୟକ୍ଷ କହିଲେ, ଅସନ୍ତୁଷ୍ଟ ପିଲା ଦିଅନ୍ତୁ ଅଫଲାଇନ୍…

କନକ ବ୍ୟୁରୋ: ମାଟ୍ରିକ ମାର୍କକୁ ନେଇ ଉଠିଥିବା ବିବାଦ ବଢ଼ିବାରେ ଲାଗିଛି । ସୋମବାର କିଛି ଜିଲ୍ଲାରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଆଜି ଆଉ କିଛି ଜିଲ୍ଲାରେ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅସ୍ତନ୍ତୋଷକୁ ଦୂର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ…

ଜୁଲାଇ ପହିଲାରୁ କ’ଣ ହେବ ଗାଇଡଲାଇନର ରୂପରେଖ? କୋହଳ ହେବ ନା ଜାରି ରହିବ କଟକଣା? ନୂଆ ଗାଇଡଲାଇନ୍ ଉପରେ ନଜର…

କନକ ବ୍ୟୁରୋ: କଣ ହେବ ଜୁଲାଇ ଗାଇଡଲାଇନ? କଟକଣା କୋହଳ ହେବ ନା ପୂର୍ବଭଳି ରହିବ? ସଂକ୍ରମଣ କମାଇବାକୁ ସରକାର ନେବେ କି କଡା ନିଷ୍ପତ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀ ମନରେ ଉଙ୍କି ମାରିଛି । କାହିଁକି ନା କରୋନା ପାଇଁ ପାଖାପାଖି ଦୁଇମାସ ରାଜ୍ୟ ଲକଡାଉନରେ  ରହିବା ପରେ ଏବେ ଚାଲିଛି…

ଦେବଗଡରେ ଦ୍ବିତୀୟ କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, କୋଭିଡ୍ ମୁକାବିଲା ଏକ ମିଳିତ ସାମାଜିକ…

କନକ ବ୍ୟୁରୋ: କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ  । ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍‌ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପିଏସୟୁ ମାନେ ଆଗେଇ ଆସିବା ଖୁସିର କଥା । ଆଜି ଭିଡିଓ…

ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ୍ ନିୟମ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଟୀକାକରଣ ଓ ଘରକୁ…

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସଂକ୍ରମଣ ହାର ୫…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦୂତୀ, ବୀରେନ୍ଦ୍ରଙ୍କ ନାଁ ସୁପାରିଶ । ଜାଣନ୍ତୁ କେଉଁ ପୁରସ୍କାର ପାଇଁ କେଉଁ…

କନକ ବ୍ୟୁରୋ :  ବର୍ଷ ୨୦୨୧ ପାଇଁ ଦିଆଯିବାକୁ ଥିବା ଜାତୀୟସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୩ ଜଣ ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି । କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀ ହକି ଖେଳାଳି…

ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା । ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି ।

କନକ ବ୍ୟୁରୋ : ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା ।କୋଭିସିଲ୍ଡ, କୋଭାକ୍ସିନ୍, ସ୍ଫୁଟନିକ-ଭି ପରେ ଏବେ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି । ଫାର୍ମା କମ୍ପାନି ସିପଲା ଟିକାର ଜରୁରୀକାଳିନ ବ୍ୟବହାର ସହ ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍…