Daily Archives

June 27, 2021

ଚଳିତ ବର୍ଷ ମାଟ୍ରିକ ପାସ କଲେ ରେକର୍ଡ ସଂଖ୍ୟକ ପିଲା । ଏବେ ପ୍ରଶ୍ନ, ଏତେ ପିଲା ପଢିବେ କେଉଁଠି?

କନକ ବ୍ୟୁରୋ: କୋଭିଡ ପରିସ୍ଥିତିରେ ରେକର୍ଡ କରିଛି ମାଟ୍ରିକ ରେଜଲ୍ଟ । ବିନା ପରୀକ୍ଷାରେ ରାଜ୍ୟରେ ପାସ ହେଲେ ୬ ଲକ୍ଷ ୧୭ ହଜାର ଛାତ୍ରଛାତ୍ରୀ । ଏବେ ପ୍ରଶ୍ନ ଉଠୁଛି କେଉଁଠି ପାଠ ପଢିବେ ଏହି ଛାତ୍ରଛାତ୍ରୀ । ଉଚ୍ଚ ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ ଅଛି ଛ ?ଚଳିତ ବର୍ଷ ମାଟ୍ରିକ ପାସ…

ଇଟା ଭାଟିରେ କାମ କରୁଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଟୋ ଉଠାଉଥିବା ଫଟୋଗ୍ରାଫର । ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ…

କନକ ବ୍ୟୁରୋ: କୋଣାର୍କକୁ ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକଙ୍କ ଫଟୋ ଉଠାଇ ବେଶ ଭଲ ଦିପଇସା ରୋଜଗାର କରିଥାନ୍ତି ସ୍ଥାନୀୟ ଅଂଚଳର ପ୍ରାୟ ୨ଶହ ଫଟୋଗ୍ରାଫର । କିନ୍ତୁ କରୋନା ଯୋଗୁଁ ବନ୍ଦ ରହିଛି କୋଣାର୍କ । ବନ୍ଦ ଥିବାରୁ କେହି ପର୍ଯ୍ୟଟକ…

ଜମ୍ମୁ ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ବିସ୍ଫୋରକ ଡ୍ରୋନର ଆକ୍ରମଣ । ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ ଡ୍ରୋନ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ ସହାୟତାରେ ଆକ୍ରମଣ ସାରାଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମାତ୍ର ୫ ମିନଟ୍ ବ୍ୟବଧାନରେ ହୋଇଥିଲା ୨ଟି ବିସ୍ଫୋରଣ । ଅବଶ୍ୟ ଏହି ବିସ୍ଫୋରଣରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ବିଶେଷ କିଛି କ୍ଷୟକ୍ଷତି…

ଝାରସୁଗୁଡାରେ ଚାଞ୍ଚଲ୍ୟକର ଘଟଣା । ଘରେ ପଶି ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂୂର୍ବତନ କୁଳପତିଙ୍କୁ…

କନକ ବ୍ୟୁରୋ: ସମୟ ଦିନ ପ୍ରାୟ ସାଢ଼େ ୧୧ଟା ଏବଂ ସ୍ଥାନ ଥିଲା ଲାଇକେରା ଥାନା ଅନ୍ତର୍ଗତ କୁଅଁରମାଲ ଗାଁ । ସପ୍ତାହନ୍ତ ସଟଡାଉନ ଚାଲିଥିବା ବେଳେ କୁଅଁରମାଲ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା କେବଳ ଝାରସୁଗୁଡ଼ା ଜିଲ୍ଲା ନୁହେଁ, ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସମ୍ବଲପୁର…

ଡେଲଟା ପ୍ଲସ ଭାଇରସ ଉପରେ ବିଶେଷଜ୍ଞ ପ୍ୟାନେଲର ମତ । କହିଲେ, ଫୁସଫୁସ ପ୍ରତି ଡେଲଟା ପ୍ଲସ ଅଧିକ ହୋଇପାରେ ଆକର୍ଷିତ,…

କନକ ବ୍ୟୁରୋ: ଦେଶର ୧୦ଟି ରାଜ୍ୟରେ ପ୍ରାୟ ୫୦ ମାମଲା ଆସିବା ପରେ ଡେଲଟା ପ୍ଲସ କରୋନା ଭୂତାଣୁ ନେଇ ଚିନ୍ତା ବଢ଼ିଯାଇଛି । କୋଭିଡ୍ ୱାର୍କିଂ ଗ୍ରୁପର ମୁଖ୍ୟ କହିଛନ୍ତି, ଫୁସଫୁସ ଟିସୁ ସହିତ ଏହି ଷ୍ଟ୍ରେନର ନିବିଡ଼ ସଂପର୍କ ରହିଛି । ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଫ୍ ଇମୁନାଇଜେସନ୍…

ଗୁଜୁରାଟରେ ବଢୁଛି ଆମ୍ ଆଦମୀ ପାର୍ଟିର ଶକ୍ତି । ଦଳରେ ଯୋଗଦେଲେ ହୀରା ବ୍ୟବସାୟୀ ମହେଶ ସବାନୀ । ବଢିଲା ବିଜେପି ପାଇଁ…

କନକ ବ୍ୟୁରୋ : ଦେଶରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ଦେଖି ଅନୁମାନ କରାଯାଉଛି କି ଆଗମୀ ଦିନରେ ବିଜେପିର ବିକଳ୍ପ ଭାବେ ଆପ୍ ହିଁ ସାମ୍ନାକୁ ଆସିବ ! ପଞ୍ଜାବ ପରେ ଆଜି ଗୁଜୁରାଟରେ ବି ଜଣେ ପରିଚିତ ବ୍ୟକ୍ତି ଆପରେ ଯୋଗ ଦେଇଛନ୍ତି । ୩ ହଜାର ଗରୀବ ଝିଅଙ୍କ ବାହାଘର କରାଇ ଦିନେ ଚର୍ଚ୍ଚାରେ…