Daily Archives

June 27, 2021

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟର ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ରହିଛି । ଉକ୍ତ ୫ଟି ଜିଲ୍ଲାରେ ପ୍ରବଳ…

ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ ପାଠପଢ଼ାରେ ହଇରାଣ ହେଉଛନ୍ତି ଗାଁ ଗହଳିର ପିଲା । କେଉଁଠି ନେଟୱାର୍କ ନାହିଁ ତ ଆଉ କେଉଁଠି…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୟୁ-ଟ୍ୟୁବ ପାଠପଢା ଆରମ୍ଭ କରିଛନ୍ତି । ହେଲେ ନେଟୱାର୍କ ନଥିବାରୁ ହେଇପାରୁନି ପାଠ ପଢା । ଜାତୀୟ ରାଜପଥ ଠାରୁ ୪ କିଲୋମିଟର ଦୂରରେ ଥିବା ଗାଁରେ ପାଠ ପଢିବା ପାଇଁ ଦୁଇ କିଲୋମିଟର ଦୂର ଜଙ୍ଗଲକୁ ଯାଉଛନ୍ତି ଛାତ୍ରଛାତ୍ରୀ ।…

ଭାରତୀୟ ମହିଳା ଟିମର କମାଲ । ଫାଇନାଲରେ ମେକ୍ସିକୋକୁ ହରାଇ ତୀରନ୍ଦାଜ ବିଶ୍ୱକପରେ ଜିତିଲା ସ୍ୱର୍ଣ୍ଣ

କନକ ବ୍ୟୁରୋ : ଭାରତୀୟ ମହିଳା ତୀରନ୍ଦାଜ ଟିମ୍ ବିଶ୍ୱକପରେ ମେକ୍ସିକୋକୁ ହରାଇ ସୂର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ମହିଳା ଟିମ୍ ରବିବାର ଦିନ ତୀରନ୍ଦାଜ ବିଶ୍ୱକପର ତୃତୀୟ ପର୍ଯ୍ୟାୟରେ ମେକ୍ସିକୋକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲରେ ଭାରତ ମେକ୍ସିକୋକୁ ୫-୧ ରେ ହରାଇଛି ।…

ଡମ୍ବଲ ଉଠାଇ ୱାର୍କଆଉଟ୍ କରୁଥିବାର ନଜର ଆସିଲେ ଚହଲ । ଟ୍ରୋଲ୍ କଲେ ଇଂଲଣ୍ଡର କ୍ରିକେଟ୍ ଖେଳାଳୀ । 

କନକ ବ୍ୟୁରୋ : ମଜାଳିଆ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳୀ ୟୁଜବେନ୍ଦ୍ର ଚହଲ । ଏବେ ଜିମରେ ୱାର୍କଆଉଟ୍ କରୁଥିବାର ଏକ ଭିଡିଓ, ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ଚହଲ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଭିଡିଓରେ…

ମାଟ୍ରିକ ପରୀକ୍ଷା ରେଜଲ୍ଟରେ ବିଭ୍ରାଟ । ହିନ୍ଦୀ ବିଷୟରେ ପଢୁଥିବା ଛାତ୍ରୀଙ୍କୁ ମିଳିଛି ସଂସ୍କୃତ ବିଷୟରେ ମାର୍କ ।

କନକ ବ୍ୟୁରୋ: ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଜାହିର କଲେ ଖଲ୍ଲିକୋଟ ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲରେ ହିନ୍ଦୀ ପଢୁଥିବା ଛାତ୍ରୀର ସଂସ୍କୃତରେ ପରୀକ୍ଷା ଫଳ ଆସିବା ପରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଛି ବୋଲି ପିଲା ଅଭିଯୋଗ କରିଛନ୍ତି ।…

ପୁଅ ଭିନ୍ନ ଜାତିରେ ବାହାହେଲା ବୋଲି…ପରିବାରକୁ ବାସନ୍ଦ କରିଦେଲେ ଗାଁ ଲୋକ । ଗାଁରେ କାହା ସହ କଥା ହେଲେ ପଡିବ…

କନକ ବ୍ୟୁରୋ: ଏବେ ବି ଗାଁ ଗହଳିରେ ବାସନ୍ଦ ଓ ଜାତି ପ୍ରଥା ଭଳି କୁସଂସ୍କାର ବଞ୍ଚି ରହିଛି । ପୁଅ ଭିନ୍ନ ଜାତିରେ ବିବାହ କରିବାରୁ ପୁରା ପରିବାରକୁ ବାସନ୍ଦ କରାଯାଇଛି । ପୁଅ କାହିଁକି ଭିନ୍ନ ଜାତି ବାହା ହେଲା ? ଏହାକୁ ନେଇ ଗାଁରେ ବୈଠକ ବସିଲା । ଆଉ ଗାଁ କମିଟି ଓ ମୁରବୀମାନେ ବିଚାର କରି…