Daily Archives

June 23, 2021

କରୋନା ବଦଳାଇ ଦେଲା କଳାକାରଙ୍କ ଭୂମିକା । କେଉଁଠି ରାସ୍ତାକଡ଼ରେ ଯାତ୍ରା କଳାକାର ବିକୁଛନ୍ତି ଶାଗ ଓ ଛତୁ, ଆଉ କେଉଁଠି…

କନକ ବ୍ୟୁରୋ : କରୋନା ବଦଳାଇ ଦେଲା କଳାକାରର ଭୂମିକା । ଯେଉଁ କଳାକାର ଦିନେ ମଞ୍ଚ ଉପରେ ଅଭନୟ କରୁଥିଲା, ସେ ଆଜି ରାସ୍ତା କଡରେ ଉଠା ଦୋକାନୀ ପାଲଟି ଯାଇଛି । କିଏ ଶାଗ ଓ ଛତୁ ବିକ୍ରି କରୁଛି ତ ଆଉ କିଏ ରାସ୍ତା କଡା ଚିକେନ ବିକ୍ରି କରୁଛି । ଏବେ ସେ ଝିଲିମିଲି ଆଲୁଅ ନାହିଁ, କି ସେ…

ନକଲି ଔଷଧର ଅସଲି ସତ । ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି ପାଇଁ ହୋଇଥିଲା ଯୋଜନା, ୩ ଜଣଙ୍କୁ ଗିରଫ କଲା ଏସଟିଏଫ ।

କନକ ବ୍ୟୁରୋ : କଟକ ନକଲି ଔଷଧ କାରବାରର ସାଂଘାତିକ ସତ ସାମ୍ନାକୁ ଆସିଛି । ଫାବିମାକ୍ସର ନକଲି ଟାବଲେଟର ଗୋଟିଏ ଷ୍ଟ୍ରିପକୁ ୬୫ ଟଙ୍କାରେ କିଣି ୧୨ଶହ ୯୦ ଟଙ୍କାରେ ଓଡିଶାରେ ବିକ୍ରି ପାଇଁ ଯୋଜନା ହୋଇଥିଲା । ତଦନ୍ତ ବେଳେ ଏହା ଜାଣିବାକୁ ପାଇଁ କ୍ରାଇମବ୍ରାଂଚର ଏସଟିଏଫ ଟିମ୍ । ନକଲି ଔଷଧ…

ଟିକା କେନ୍ଦ୍ରରେ ଫଟୋକୁ ନେଇ ତେଜିଲା ବିବାଦ । ବିଜେଡି-ବିଜେପି  ମୁହାଁମୁହିଁ ।

କନକ ବ୍ୟୁରୋ : କରୋନା ଟିକାକରଣ କେନ୍ଦ୍ରରେ ଫୋଟକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଥମୁନି । ଆଜି ବାଲେଶ୍ୱର ଷ୍ଟେସନରେ ଛକ ନିକଟରେ ଥିବା ଗାନ୍ଧୀ ସ୍ମୃତି ଭବନ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୁସିଂକାର୍ଡ ବଣ୍ଟନ କରାଯାଉଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ…

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା । ଆଜି ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି, ଗଜପତିଙ୍କ ବଦଳରେ ମୁଦିରସ୍ତ କରିବେ…

କନକ ବ୍ୟୁରୋ : ଆସନ୍ତାକାଲି ସ୍ନାନପୂର୍ଣ୍ଣିମା । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ସ୍ନାନପୂର୍ଣ୍ଣିମା ନୀତି । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ  କଥା ହେଉଛି, ଏବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରାପହଁରା କରିବେ ନାହିଁ ଗଜପତି । କୋଭିଡ୍ ନିୟମ ମାନି ଛେରାପହଁରା କରିବାକୁ ଆସିବେ ନାହିଁ ବୋଲି…

ନେଟୱର୍କ ଯେଉଁଠି, ପାଠପଢ଼ା ସେଇଠି । ପାହାଡ ଚଢି ପିଲାଏ ପଢୁଛନ୍ତି ୟୁ-ଟ୍ୟୁବ୍ ପାଠ, ବୌଦ୍ଧ ଓ ଗଜପତିରୁ ଆସିଲା ଅନଲାଇନ୍…

କନକ ବ୍ୟୁରୋ : ଓଡିଶାରେ ପ୍ରଥମ କରି ୟୁଟ୍ୟୁବ ମାଧ୍ୟରେ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆମ ଆପଣଙ୍କୁ ଏମିତି ଚିତ୍ର ଦେଖାଇବାକୁ ଚାହୁଁଛୁ, ଯାହା ରାଜ୍ୟ ସରକାର ନିଶ୍ଚୟ ଦେଖିବା ଉଚିତ । ଅନଲାଇନ କ୍ଲାସ ପାଇଁ ଆମେ କେତେ ପ୍ରସ୍ତୁତ ଅଛୁ, ଏହି ଚିତ୍ର ଦେଖିବା ପରେ, ଏଭଳି ପ୍ରଶ୍ନ…

କରୋନାକୁ ହରାଇଲା କୁନି ଶିଶୁ । ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।

କନକ ବ୍ୟୁରୋ : କୋଭିଡ୍ ପଜିଟିଭ୍ ମା'ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର…