Daily Archives

June 22, 2021

ଘୋଡା ଥାଇ ଗୋଲେଇ ଛକର ହୋଇପାରିବ କି ଆଧୁନିକରଣ । ସାମ୍ନାକୁ ଆସିଲା ବିଶ୍ୱର ବହୁ ଉଦାହରଣ । ପ୍ରତିକାତ୍ମକ ମୂର୍ତିକୁ…

କନକ ବ୍ୟୁରୋ: ବିକାଶ ପାଇଁ ଅନେକ ବିକଳ୍ପ ରହିଛି । ସ୍ଥାନାନ୍ତରଣ ଓ ବିସ୍ଥାପନ ବାହାରେ ବିକାଶର ବାଟ ଖୋଜିବା ହେଉଛି ବର୍ତମାନ ସମୟର ଆହ୍ୱାନ । ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ରେ ଥିବା ଘୋଡ଼ାର ସ୍ଥାନାନ୍ତରଣକୁ ବିରୋଧ ବଢ଼ୁଥିବା ବେଳେ ଏହାକୁ ନେଇ ଏକ ବିକଳ୍ପ ବାଟ ଦେଖାଛନ୍ତି ଟାଉନ୍ ପ୍ଲାନର ।…

ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଂଟ । ସ୍ୱାସ୍ଥ୍ୟ ସଚିବ କହିଲେ, ଦେଶରେ ୨୨ ଜଣଙ୍କ ଠାରେ ମିଳିଛି…

କନକ ବ୍ୟୁରୋ: ଡେଲଟା ପ୍ଲସ ଭେରିଆଂଟ । କୋଭିଡ-୧୯ ଭୂତାଣୁର ଏହି ନୂଆ ଭେରିଆଂଟ ବା ରୂପ ଏବେ ବିଶେଷଜ୍ଞଙ୍କ ଅଧ୍ୟୟନର କେନ୍ଦ୍ର ହୋଇଛି । ଏହି ଭୂତାଣୁକୁ ନେଇ ତୃତୀୟ ଲହରର ଆଶଙ୍କା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ୨୨ ଜଣଙ୍କ ଠାରେ ଏହି ଭେରିଆଂଟ…

କରୋନା ମହାମାରୀକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଶ୍ୱେତ ପତ୍ର । କହିଲେ ଦ୍ୱିତୀୟ ଲହରରେ ୯୦ ପ୍ରତିଶତ…

କନକ ବ୍ୟୁରୋ: ଦ୍ୱିତୀୟ ଲହର କରୋନା ମୃତ୍ୟୁକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ରହୁଲ କହିଛନ୍ତି ମେଡ଼ିସନ୍ ଏବଂ ଅକ୍ସିଜେନ୍ ଠିକ୍ ପରିମାଣର ଉପଲବ୍ଧ ଥିଲେ ଦ୍ୱିତୀୟ ଲହରରେ ହୋଇଥିବା ମୃତ୍ୟୁ ସଂଖ୍ୟାର ୯୦ ପ୍ରତିଶତ ରୋକା ଯାଇ ପାରିଥାଆନ୍ତା । ସେହିପରି ମହାମାରୀ କରୋନାକୁ ନେଇ…

ଶିକ୍ଷାଦର୍ପଣ ୟୁ-ଟ୍ୟୁବ ପାଠପଢାର ସୁଫଳ ପାଉନାହାନ୍ତି ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ । ନେଟୱାର୍କ ଓ ଆଣ୍ଡ୍ରଏଡ୍…

କନକ ବ୍ୟୁରୋ: ଲକଡାଉନ ସଟଡାଉନ ଯୋଗୁଁ ସ୍କୁଲ ବନ୍ଦ ରହିଛି । ବେସରକାରୀ ବିଦ୍ୟାଳୟ ଗୁଡିକ ଅନଲାଇନ ଶିକ୍ଷା ଜାରି ରଖିଥିବା ବେଳେ ସରକାରୀ ସ୍କୁଲ ପାଇଁ ଶିକ୍ଷାଦର୍ପଣ ଯୋଜନାରେ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ ହୋଇଛି । ହେଲେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ ଏହି ପାଠପଢା କେତେ ସଫଳ…

କରୋନା ଟିକା ପାଇଁ ଲାଇନ୍ ଦେଇଛି ଆଧାରକାର୍ଡ । ଆଠଗଡରେ ଟିକା ନେବା ପାଇଁ ରାସ୍ତା ଉପରେ ଲମ୍ବିଲା ଆଧାରକାର୍ଡର ଧାଡି ।…

କନକ ବ୍ୟୁରୋ: ଦେବୀ ନଦୀରେ ଭାସୁଥିବା ଏହି କାଠ ଡଙ୍ଗା ଏବଂ ଡଙ୍ଗାରେ ଯାତ୍ରା କରୁଥିବା ଏହି ଯାତ୍ରୀ, ସେହି ମାନଙ୍କ ପାଇଁ ଗୋଟିଏ ବାର୍ତା ଆଣୁଛି, ଯେଉଁମାନଙ୍କ ପାଖକୁ ଟିକା ପହଂଚୁଥିଲେ ବି ଟିକା ନେଉ ନାହାଁନ୍ତି । ଭୂତାଣୁ ଭିତରେ ଜାରି ରହିଥିବା ଲଢ଼େଇରେ ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଆଉ…

ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପଥର ଖାଦାନ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ବରିଷ୍ଠ…

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ନାଁରେ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ । ମାଲାକନଗିରି ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଆନ୍ଧ୍ରର ଏକ ଘରୋଇ କମ୍ପାନି ହାତରେ ଜିଲ୍ଲାର ଅଧିକାଂଶ ଖଣି ଖାଦାନ ଟେକି ଦେଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଲଘୁ ଖଣି ଖାଦାନର ନିଲାମୀ ଲାଗି…