Daily Archives

June 16, 2021

ଭୁବନେଶ୍ୱରର ପ୍ରତୀକ ମାଷ୍ଟର କ୍ୟାଣ୍ଟିନ ଘୋଡ଼ା ହଟାଇବାକୁ ହେଲା ଯୋଜନା । ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ…

କନକ ବ୍ୟୁରୋ: ଆଉ କିଛି ଦିନ ଭିତରେ ହୁଏତ ମାଷ୍ଟର କ୍ୟାଂଟିନ ଛକରେ ଥିବା ଏହି ଐତିହ୍ୟ ଏଠାରେ ଦେଖିବାକୁ ମିଳିବନି । କେଇ କିଲୋମିଟର ଦୁରରେ ଥିବା ରାଜଭବନ ଛକ ନିକଟକୁ ଉଠାଇ ନେବାକୁ ତିଆରି ହୋଇଛି ଯୋଜନା । ଯୋଜନା ମୁତାବକ ଯଦି ଏହାକୁ ବାସ୍ତବତାର ରୁପ ଦିଆଯାଏ, ତେବେ ଦଶନ୍ଧି ଦଶନ୍ଧି ଧରି…

ଚର୍ଚ୍ଚାରେ ପ୍ରେମର ବଲିଉଡ ଫର୍ମୁଲା । ବଲାଙ୍ଗୀର ବନ୍ଧକ ଘଟଣାର ଅଭିଯୁକ୍ତ କହିଲା ଲଜ୍ଜିତ କି ଅନୁତପ୍ତ ନୁହେଁ, କେବଳ…

କନକ ବ୍ୟୁରୋ: ହୁଏତ, ଫିଲ୍ମର ଦୃଶ୍ୟ ସହ ସାମଞ୍ଜସ୍ୟ ରହିଛି ବଲାଙ୍ଗୀର ବନ୍ଧୁକଧାରୀ ପ୍ରେମିକଙ୍କ ପ୍ରେମ କାହାଣୀ । ଆଉ ପ୍ରେମିକର ବାଟରେ ଯେତେବେଳେ ପରିବାର ଲୋକ ବାଧା ଦେଇଥିଲେ, ଉତକ୍ଷୀପ୍ତ ହୋଇଉଠିଥିଲା ବିକ୍ରମ୍ ପଣ୍ଡା । ଚରିତ୍ର ଭଳି ବଦଳିଯାଇଥିଲା ଚେହେରା ଓ ଭାବଭଙ୍ଗୀ । ବଲାଙ୍ଗୀରରେ…

ଚିନ୍ତା ବଢ଼ାଉଛି ରେଡ୍ ଜୋନ୍ । ଯାଜପୁର ଜିଲ୍ଲାରେ ସଂକ୍ରମଣ ହାର ୨୩ ଦଶମିକ ୫ ପ୍ରତିଶତ । ପୁରୀ, ଖୋର୍ଦ୍ଧା ଏବଂ କଟକ…

କନକ ବ୍ୟୁରୋ: ଲକଡାଉନକୁ ସରକାର ଆଂଶିକ କୋହଳ କରିଥିବା ବେଳେ ୧୩ଟି ଜିଲ୍ଲାକୁ କାଟାଗୋରୀ ବି ରେ ରଖାଯାଇଛି । ଏହି ଜିଲ୍ଲାଗୁଡିକରେ ସକାଳ ୬ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲିବ । ପୂର୍ବରୁ ଏହା ୧୧ ଟା ପର୍ଯ୍ୟନ୍ତ ଥିଲା । ଉପକୂଳ ଓ ଉତର ଓଡ଼ିଶାର ଏହି ଜିଲ୍ଲାରେ…

ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦଯାପିତ । ଭାଗ ନେଇଥିବା ପରିବାରକୁ ଦଶ ହଜାର ଟଙ୍କା ମାନଦେୟ ପ୍ରଦାନ…

କନକ ବ୍ୟୁରୋ: ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ…

ପୁଣି ବଢିଲା ଶ୍ରୀମନ୍ଦିରରେ କଟକଣା । ଭକ୍ତଙ୍କ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର 

କନକ ବ୍ୟୁରୋ: ପୁଣି ବଢିଲା ଶ୍ରୀମନ୍ଦିରରେ କଟକଣା । ମନ୍ଦିର ଖୋଲିବା ନେଇ ପୁଣି କଟକଣା ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଜୁଲାଇ ୨୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରଥ…

ରାଜଧାନୀରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୭୨ କରୋନା ଆକ୍ରାନ୍ତ । ସେପଟେ…

କନକ ବ୍ୟୁରୋ: ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୭୨ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୮୭ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…