Daily Archives

June 15, 2021

କରୋନା କାଳରେ ଜେଲରୁ ପାରୋଲେରେ ଯାଇ ଫେରି ନାହାନ୍ତି ୧୫୩୬ କଏଦୀ । ୪୭ ଜଣଙ୍କର ମୃତ୍ୟୁ ।

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସଂକ୍ରମଣ ଭୟରେ ଜେଲରୁ ପାରୋଲରେ ପଠାଇ ଦିଆଯାଇଥିବା କଏଦୀ ମାନଙ୍କ ମଧ୍ୟରୁ ଅନେକ କଏଦୀ ଜେଲକୁ ନଫେରିବା ନେଇ ଏବେ ଚର୍ଚ୍ଚା ହୋଉଛି । କରୋନାର ପ୍ରଥମ ଲହର ବେଳେ ରାଜ୍ୟର ବିଭିନ୍ନ ଜେଲରୁ ୪୫୦୦ କଏଦୀଙ୍କୁ ପାରୋଲରେ ପଠାଇ ଦିଆଯାଇଥିଲା ।…

କେନ୍ଦୁଝର ଚମ୍ପୁଆରେ ଅଭାବନୀୟ ଘଟଣା । କରୋନା ମୃତକଙ୍କ ମୁହଁ ଦେଖିବାକୁ ୫ ହଜାର ଟଙ୍କା ଦାବି କଲେ ଶ୍ମଶାନ କର୍ମଚାରୀ ।

କନକ ବ୍ୟୁରୋ: ଯିଏ ନିଜ ମା’କୁ ହରାଇଛି, ତାର ମାନସିକ ଅବସ୍ଥା କିଭଳି ଥିବ ଥରେ ଭାବନ୍ତୁ । ସେଭଳି ଜଣେ ଯୁବକଙ୍କୁ ଅନ୍ତିମ ସଂସ୍କାର ସମୟରେ ମା’ଙ୍କ ମୁହଁ ଦେଖିବା ପାଇଁ ୫ ହଜାର ଟଙ୍କା ଲାଂଚ ମାଗୁଛନ୍ତି ଶଶ୍ମାନ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା…

ରାଜ୍ୟରେ ହସ୍ପିଟାଲ ଉପରୁ କମୁଛି ଚାପ । ଖାଲି ହେଲା ୭୬ ପ୍ରତିଶତ ଜେନେରାଲ ବେଡ୍, ୪୨ ପ୍ରତିଶତ ଆଇସିୟୁ ଏବଂ ୪୪…

କନକ ବ୍ୟୁରୋ: ତାଲାବନ୍ଦ ସମ୍ପର୍କରେ ରାଜ୍ୟ ସରକାରଙ୍କ ପରବର୍ତୀ ନିଷ୍ପତି ଆସିବା ପୂର୍ବରୁ ଓଡ଼ିଶାର ସଂକ୍ରମଣର ସ୍ଥିତିକୁ ସୁଚାଉଥିବା ଏହି ଚିତ୍ର ହୁଏତ, ସମସ୍ତଙ୍କୁ ଆଶ୍ୱସ୍ତ କରିବ । କାରଣ, ଜୁନ୍ ପହିଲାରେ ୧୪.୨% ଥିବା ଦୈନିକ ସଂକ୍ରମଣ ହାର, ଏବେ ୫.୯୯%କୁ ଖସି ଆସିଛି । ଦୀର୍ଘଦିନ ପରେ…

ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କେନ୍ଦ୍ରକୁ ଯାଇ ସିଧାସଳଖ ପଂଜିକରଣ କରିପାରିବେ ୧୮…

କନକ ବ୍ୟୁରୋ: ଟିକାକରଣ ନେଇ ଆଜି କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । ଏହାପରେ ସେହି ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର…

ପ୍ରେମରେ ବ୍ରେକ୍ ଅପ୍ ପରେ ଯୁବକର ଉନ୍ମତକାଣ୍ଡ । ଝିଅର ମାମୁ ଘର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ରଖି, ଝିଅକୁ ଡାକିବାକୁ…

କନକ ବ୍ୟୁରୋ: ବଲାଙ୍ଗିରରେ ଏମିିତି ଏକ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଘର ଭିତରେ ଥିଲା ବନ୍ଧୁକ ଧରିଥିବା ପ୍ରେମିକ । ତା କବଜାରେ ଥିଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ । ଆଉ ଘର ବାହାରେ ଏହି ଭଳି ଭିଡ ଜମିଥିଲା । ଘର ଭିତରେ ପ୍ରେମିକର ଦାବି ଥିଲା, ସେହି ବ୍ୟକ୍ତିଙ୍କ…

ରାଜଧାନୀରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୮୯ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୮୮ ଜଣ

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୮୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୮ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…