Daily Archives

June 14, 2021

ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କ ଶେଷ ଟୁଇଟ । ଲେଖିିଲେ କରୋନାରେ ମୃତ୍ୟୁ ହୋଇଥିବା ଶବର ହେବା କଥା ପରୀକ୍ଷା । ଏପରି ହେଲେ…

କନକ ବ୍ୟୁରୋ: ରାଜ୍ୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ତେବେ କରୋନାକୁ ନେଇ ସେ କରିଥିବା ଶେଷ ଟୁଇଟ ଏବେ ଚର୍ଚ୍ଚାରେ ରହିଛି । ଟୁଇଟରେ ସେ ଲେଖିଥିଲେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଜଳାଇ ନଦେଇ ଗବେଷଣା କରିବା ପାଇଁ…

ରଜ ପରେ ଖୋଲିବ କି ଓଡ଼ିଶା? ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ବଳବତ୍ତର ରହିପାରେ ନାଇଟ କର୍ଫ୍ୟୁ ।…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କର ଲକଡାଉନ ୩.୦ ଆସନ୍ତା ୧୭ରେ ସରୁଛି । ନୂଆ ଗାଇଡଲାଇନ ନେଇ କୈାଣସି ବି ମୁହୁର୍ତ୍ତରେ ସରକାର ଘୋଷଣା କରିପାରନ୍ତି । ହେଲେ ଏହା ଆଗରୁ ପଜିଟିଭ୍ ହାର ଏବଂ ସକ୍ରିୟ କେସ୍ ସଂଖ୍ୟାର ବିଶ୍ଳେଷଣ ହିଁ ଦର୍ଶାଇବ, କେଉଁ ଜିଲ୍ଲା ପାଇଁ କଣ ନିୟମ ଲାଗୁ କରିପାରନ୍ତି…

କରୋନା ଆଣିଲା ଦାରୁଣ ଦୁଃଖ । ବାପା-ମାଆଙ୍କୁ ଛଡେଇ ନେଲା ମହାମାରୀ । ଆଠ ବର୍ଷର କୁନି ଝିଅ କାନ୍ଧରେ ଦେଢ ମାସର ପୁଅ ।

କନକ ବ୍ୟୁରୋ: ମହାମାରୀ କେବଳ ଜୀବନ ନିଏ ତାହା ନୁହେଁ, ବେଳେବେଳେ ବଂଚିଥିବା ଲୋକଙ୍କୁ ଏଭଳି ଅସହାୟ ସ୍ଥିତିରେ ଛାଡ଼ିଯାଏ ଯେଉଁଠି ଜୀବନ ଆହୁରି ଦୁର୍ବିସହ ହୋଇପଡ଼େ । ୮ ବର୍ଷର କୁନି ଝିଅ କ୍ରିଷ୍ଣା, ତା’ର ଦେଢ ମାସର ଭାଇ ଦୁନିଆଁକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ କରି ଦେଇଛି କରୋନା ।…

କମୁଛି ‘ଭାଇରସ୍’ର ଶକ୍ତି । ସାମ୍ନାକୁ ଆସିଲା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ତଥ୍ୟ । ଏବେ ସଂକ୍ରମିତ ହେଉଥିବା…

କନକ ବ୍ୟୁରୋ: ଦ୍ୱିତୀୟ ଲହର ତାଣ୍ଡବ ରଚିବା ପରେ ଆଜି ଏକ ଭଲ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ ଲାଇଫ ସାଇନ୍ସ ଯେଉଁ ଅଧ୍ୟୟନ କରୁଥିଲା, ସେ ନେଇ ଆଜି ତଥ୍ୟ ଦେଇଛନ୍ତି ଏହାର ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି, ବର୍ତମାନ ଯେଉଁମାନେ ଆକ୍ରାନ୍ତ ଭାବେ ଚିହ୍ନଟ ହେଉଛନ୍ତି ସେମାନଙ୍କଠାରେ…

ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ହେଲା ଏୟାରଲିପ୍ଟିଂ । ଫୁସଫୁସ ସଂକ୍ରମିତ ହେବା ପରେ କୋଲକାତା…

କନକ ବ୍ୟୁରୋ: ଭୁବନେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ଇକମୋ ଚିକିତ୍ସା ପାଇଁ କୋଲକାତାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଛି । କଟକ ଦୋଳମମୁଣ୍ଡାଇର ରାଜେନ୍ଦ୍ର କୁମାର ଆଚାର୍ଯ୍ୟ କରୋନା ଆକ୍ରାନ୍ତ ପରେ ଗତ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ହେଲଥ ଭିଲେଜ ହସ୍ପିଟାଲରେ ଭର୍ତି…

ରାଜ୍ୟରେ ନକଲି ଔଷଧ କାରବାର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଞ୍ଚ । କାହିଁକି ନାଁ, ଆଜି ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ୍ ହୋଇଥିଲା । କଟକ କନିକା ଛକ…