Daily Archives

June 10, 2021

ଏଥର ବି ବିନା ଭକ୍ତରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ,…

କନକ ବ୍ୟୁରୋ : କରୋନା କାଳରେ ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥାଯାତ୍ରା । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ । ତେବେ କରୋନା କଟକଣା ଭିତରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବ । ୨ଟି ଡୋଜ କରୋନା ଟିକା…

ଓଡ଼ିଶା ଛୁଇଁଲା ମୌସୁମୀ । ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ,…

କନକ ବ୍ୟୁରୋ : ଓଡ଼ିଶା ଛୁଇଁଲା ମୌସୁମୀ । ଏହାର ପ୍ରଭାବରେ ଓଡିିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟର ୮ଟି ଜିଲ୍ଲାରେ ମୌସୁମୀ ଶହେ ପ୍ରତିଶତ ପ୍ରବେଶ କରିଛି । ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା…

ବାପାଙ୍କୁ ବଞ୍ଚାଇବାକୁ ପୁଅର ଆକୁଳ ନିବେଦନ । ମିଲାପ ଆପ୍ ଜରିଆରେ କଲେ ସାହାଯ୍ୟ ଭିକ୍ଷା । କହିଲେ, ଆପଣଙ୍କ ଛୋଟିଆ…

କନକ ବ୍ୟୁରୋ: ଆପଣଙ୍କ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ଦୟାକରି ମୋତେ ସାହାଯ୍ୟ କରନ୍ତୁ, ମୋ ବାପାଙ୍କୁ ବଞ୍ଚାଇ ଦିଅନ୍ତୁ । ଆପଣଙ୍କର ଛୋଟିଆ ସାହାଯ୍ୟ ମୋ ବାପାଙ୍କୁ ବଞ୍ଚାଇଦେବ । ରାଜ୍ୟବାସୀଙ୍କୁ କିଛି ଏଭଳି ଭାବେ ସାହାଯ୍ୟ ଭିକ୍ଷା କରିଛନ୍ତି ଜଣେ ଦୁର୍ଘଟଣାଗ୍ରସ୍ତ ବାପାର ପୁଅ ।…

ପୁଣି ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବେ ହଜାର ହଜାର କୃଷକ । ଆନ୍ଦୋଳନରେ ଯୋଗଦେବାକୁ ହରିଆଣାରୁ ବାହାରିଲେ ୫ ହଜାର…

କନକ ବ୍ୟୁରୋ : ପୁଣିଥରେ କୃଷକ ଆନ୍ଦୋଳନ ଜୋରଦାର ହେବ । ଦିଲ୍ଲୀ ସୀମାରେ ଦେଖିବାକୁ ମିଳିବ ହଜାର ହଜାର କୃଷକଙ୍କ ଭିଡ । ଏଭଳି ଅନୁମାନ ଲଗାଯାଉଛି ଏଥିପାଇଁ କି ଆଜି ହରିଆଣାର ପାନିପତରୁ ୫ ହଜାରରୁ ଅଧିକ କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ବାହାରିଛନ୍ତି । ସେମାନଙ୍କୁ ବିଦାୟ ଦେବା ଅବସରରେ ଶହ ଶହ…

ବାଂଲାଦେଶ ପଟୁ ବେଆଇନ୍ ଭାବେ ଭାରତକୁ ଆସୁଥିଲେ ଚୀନ୍ ନାଗରିକ । ସୀମାରେ ଅଟକ ରଖିଲେ ବିଏସଏଫ୍ ଯବାନ ।

କନକ ବ୍ୟୁରୋ : ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ବାଂଲାଦେଶର ସୀମାନ୍ତ ଓ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ଅଟକ ରଖିଥିଲେ । ଅଭିଯୋଗ ହୋଇଛି ଯେ ଏହି ଚୀନ ନାଗରିକ ଅନ୍ତର୍ଜାତୀୟ ସୀମା ପାର କରି ଭାରତରେ ବେଆଇନ ଭାବେ ପ୍ରବେଶ କରିଛି । ଅଧିକାରୀମାନେ…

ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା । ଏଭଳି ସାମଗ୍ରୀ ଉପରେ ଜିଏସଟି କମାଇବାକୁ…

କନକ ବ୍ୟୁରୋ : ଜିଏସଟି କାଉଁସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କରୋନା ମହାମାରୀ ବେଳେ ଅତ୍ୟାବାଶକୀୟ ସାମଗ୍ରୀ ଉପରେ ଜିଏସଟି ଦର କମାଇବାକୁ ନେଇ…