Daily Archives

June 9, 2021

କଳିଙ୍ଗ ହସ୍ପିଟାଲରୁ ବିମାନବନ୍ଦର, ମାତ୍ର ୮ ମିନିଟରେ ୯ କିଲୋମିଟର ରାସ୍ତା ଅତିକ୍ରମ କଲା ଆମ୍ବୁଲାନ୍ସ । ଲୋକଙ୍କ…

କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ବର୍ଷୀୟ ଅଭିଷେକ ମହାପାତ୍ରଙ୍କୁ ଇସିଏମଓ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି । ନାଲକୋ ଛକ । କଳିଙ୍ଗ ହସ୍ପିଟାଲରୁ ବାହାରିଥିଲା ଆମ୍ବୁଲାନ୍ସ । ଏୟାରପୋର୍ଟ ଅଭିମୁଖେ, ଆଗକୁ ମାଡ଼ି ଚାଲିଲା ପବନ ବେଗରେ…

କାଲି ଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ୧୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆକଳନ, ସୃଷ୍ଟି…

କନକ ବ୍ୟୁରୋ : ଆସନ୍ତା କାଲିଠାରୁ ୫ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ…

ଦୂର ହେବ ଅକ୍ସିଜେନର ଅଭାବ । ରାଜ୍ୟର ୭ଟି ଜିଲ୍ଲାରେ ୭ଟି ଅକ୍ସିଜେନ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି PSA ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର,…

ରାଜ୍ୟର ସମସ୍ତ ମେଡିସିନ୍ ଦୋକାନୀ ଓ କର୍ମଚାରୀ ନେବେ କରୋନା ଟିକା । ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା…

କନକ ବ୍ୟୁରୋ: କୋଭିଡ ବିରୋଧୀ ଯୁଦ୍ଧରେ ଏବେ ଟିକାକରଣରୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ…

ଆଇପିଏସ୍ ସ୍ତରରେ ଅଦଳ ବଦଳ । ଦୀପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି ।

କନକ ବ୍ୟୁରୋ : ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ପଦରେ ନିଯୁକ୍ତି ମିଳିଛି । ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ଅବସ୍ଥାପିତ…

କରୋନା ରୋଗୀଙ୍କୁ ସହାୟତା ଦେବାକୁ ପୁଣି ଆଗକୁ ଆସିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦାନକଲେ ୨ କୋଟି ୩୫ ଲକ୍ଷ ଟଙ୍କାର…

କନକ ବ୍ୟୁରୋ : ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଫାଉଣ୍ଡେସନ ମାଧ୍ୟମରେ ଉତ୍ତରାଖଣ୍ଡ ରାଜ୍ୟର କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କନସେଂଟ୍ରେଟର ଦାନ କରିଛନ୍ତି । କହିରଖୁ କି ଉର୍ବଶୀ ଉତ୍ତରାଖଣ୍ଡରେ ହରିଦ୍ୱାରରେ ରହୁଛନ୍ତି । ଏହା ପୂର୍ବରୁ ବି ସେ ଉତ୍ତରାଖଣ୍ଡ ସରକାରଙ୍କୁ ୨୭ ଟି ଅକ୍ସିଜେନ…