Daily Archives

June 9, 2021

ଆସୁଛି ବଡ ବର୍ଷା… ୧୦ରୁ ୧୪ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ଉପୁଜିପାରେ ବନ୍ୟା ଭଳି ସ୍ଥିତି । ଫିକା…

କନକ ବ୍ୟୁରୋ: ଆସୁଛି ବଡ ବର୍ଷା । ୧୦ରୁ ୧୪ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର କିଛି ସ୍ଥାନରେ ୧୦ରୁ ୧୪ ତାରିଖରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା । ଏମିତିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ବି ଉପୁଜିପାରେ । ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ।…

ଦିଲ୍ଲୀ ସୀମା ପରେ ପଶ୍ଚିମବଙ୍ଗରେ ଆରମ୍ଭ ହେବ କି କୃଷକ ଆନ୍ଦୋଳନ । ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କଲେ ରାକେଶ…

କନକ ବ୍ୟୁରୋ : ଭାରତୀୟ କୃଷକ ସଂଗଠନ (ବିକେୟୁ) ନେତା ରାକେଶ ଟିକାୟତ ଆଜି ପଶ୍ଚିମବଙ୍ଗ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ବୈଠକରେ ଟିକାୟତ କୃଷକ ଆନ୍ଦୋଳନ ନେଇ ମମତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ…

ବଜାରରେ ଜମୁଛି ଲୋକଙ୍କ ଗହଳି । ସଟର ବନ୍ଦ କରି ଚାଲିଛି ଶାଢି ବିକ୍ରି । ଲୋକେ ଏମିତି ମାନୁଛନ୍ତି କରୋନା କଟକଣା ।

କନକ ବ୍ୟୁରୋ : କରୋନାର ଭୟାବହତା ଯୋଗୁଁ ବାରମ୍ବାର ସଚେତନତା କରିବା ପରେ ମଧ୍ୟ ଜଗତସିଂହପୁର ବଜାରରେ ଯେଉଁ ଭଳି ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଲା ତାହା ସବୁ ସୀମା ଟପି ଯାଇଥିଲା । ସାବିତ୍ରୀ ଓ ରଜ କିଣାକିଣି ପାଇଁ କରୋନା କଟକଣାକୁ ଫୁ କରିଦେଲେ ଲୋକ । ଏପଟେ ପୁଲିସ ଓ ପ୍ରଶାସନ…

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ଦୁଇ ଭଉଣୀ । ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ମୃତ୍ୟୁ ।

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ନୟକନିଦିହି ଥାନା ଅନ୍ତର୍ଗତ ମଲିକଦେଇପୂର୍ ପଞ୍ଚାୟତର ବ୍ରଜନନ୍ଦପୂର୍ ଗ୍ରାମରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଦୁଇ ସମ୍ପର୍କୀୟା ଭଉଣୀଙ୍କର  ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ, ସଦାନନ୍ଦ ଘଡେଇଙ୍କର ୧୨ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଓ ତାଙ୍କର…

ଚାଷୀ ଭାଇ ମାନଙ୍କ ପାଇଁ ଖୁସି ଖବର । ଖରିଫ୍ ଫସଲରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ଦର ବୃଦ୍ଧି କଲେ କେନ୍ଦ୍ର ସରକାର ।…

କନକ ବ୍ୟୁରୋ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଖରିଫ୍ ଫସଲ ଉପରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର ।…

କୋଭିଡ ପରିଚାଳନା ପାଇଁ ବିଏମସିକୁ ଆଉ ୨୦ କୋଟି ମଞ୍ଜୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ମଞ୍ଜୁରୀ ।…

କନକ ବ୍ୟୁରୋ: କୋଭିଡ ପରିଚାଳନା ପାଇଁ ପୁଣି ବିଏମସିକୁ ୨୦ କୋଟି ମଞ୍ଜୁର । କରୋନା ପରିଚାଳନା ନିମନ୍ତେ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ମଞ୍ଜୁର କରାଯାଇଛି । ତେବେ ପୂର୍ବରୁ ବିଏମସିକୁ ୭୭…