Daily Archives

June 8, 2021

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟିକା ନେବା ପରେ କରୋନା ସଂକ୍ରମଣରେ ୪୭୫ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଟିକେ କମିଥିବା ବେଳେ ସରକାରଙ୍କ ତରଫରୁ ଟିକାକରଣ ଅଭିଯାନକୁ ଯୋରଦାର କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ହେଲେ ଟିକାକରଣ ପରେ ମେ ୨୮ ତାରିଖ ପର୍ଯ୍ୟନ୍ତ ୪୭୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ । ଟଙ୍କା ନାହିଁ ବୋଲି ହୋଇପାରିଲାନି ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର…

କନକ ବ୍ୟୁରୋ: ମୋ ପୁଅକୁ ବଞ୍ଚାଇଦିଅ ବାପା, ମୋ ପୁଅର ଜୀବନ ଏବେ ଆପଣମାନଙ୍କ ହାତରେ । ଆମ ପାଖରେ ଟଙ୍କାଟିଏ ନାହିଁ । ପୁଅର ଅବସ୍ଥା ଭାରି ଖରାପ । ସମସ୍ତଙ୍କୁ ନେହୁରା ହେଉଛି ଟଙ୍କା ଦିଅନ୍ତୁ ମୋ ପୁଅକୁ ବଞ୍ଚାଇ ଦିଅନ୍ତୁ... ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଷେକ ମହାପାତ୍ରଙ୍କ ପାଇଁ…

କରୋନା କାଳରେ କେନ୍ଦୁଝରରେ ସରକାରୀ ବାବୁଙ୍କ ମନମାନି । ମାସ ମାସ ହେବ ଗରିବ ଲୋକଙ୍କୁ ରାସନ ମିଳୁନି, ବୃଦ୍ଧ ଓ…

କନକ ବ୍ୟୁରୋ : ଗୋଟିଏ ପଟେ କରୋନାର ପ୍ରକୋପରେ ଗରିବ ଖଟିଖିଆ ପେଟ ପାଇଁ ସଂଘର୍ଷ କରୁଛନ୍ତି, ଅନ୍ୟପଟେ ସେମାନଙ୍କ ଭୋକ ମେଣ୍ଟାଇବାକୁ ସରକାର ରାସନ ଏବଂ ଭତ୍ତା ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି ।  କିନ୍ତୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାମ ଯୋଗୁଁ ମାସ ମାସ ଧରି ରାସନ ନପାଇ ଭୋକରେ ଆଉଟୁ…

 ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଖାମଖିଆଲ ନୀତି । ମହଙ୍ଗା ପଡିଲା ଅକ୍ସିଜେନ ମକଡ୍ରିଲ । ୫ ମିନିଟରେ ଚାଲିଗଲା ୨୨ ଲୋକଙ୍କ…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ପାରସ ହସ୍ପିଟାଲରେ ହୋଇଥିବା ଅକ୍ସିଜେନ କାଣ୍ଡକୁ ନେଇ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୋଲିସ ହସ୍ପିଟାଲକୁ ସିଲ୍ କରିଛି । ଏହାସହ…

ବଞ୍ଚିବା ପାଇଁ ବିକଳ୍ପ ଖୋଜୁଛି ମଧ୍ୟବିତ୍ତ ମଣିଷ । ଦିନେ ନାମିଦାମୀ ବ୍ରାଣ୍ଡର ମୋବାଇଲ ବିକୁଥିବା ବ୍ୟବସାୟୀ ଆଜି…

କନକ ବ୍ୟୁରୋ: କରୋନା କାଳରେ ଲକଡାଉନ-ସଟଡାଉନ୍ମ ଣିଷ ଜୀବନ ଓ ଜୀବିକାର ମୋଡ଼ ବଦଳାଇଦେଇଛି । ମହାମାରୀରେ କୂଳବେଉସାଠୁ ଭିନ୍ନ ଭିନ୍ନ ବିଜନେସ୍ ସବୁ କିଛି ପ୍ରଭାବିତ ହୋଇଛି । ଗତ ବର୍ଷରୁ ଏଯାଏଁ କଟକଣାରୁ କୋହଳ ଓ ପୁଣି କୋହଳରୁ କଟକଣା ଦେଖାଇଛି ଅନେକ ଦୟନୀୟ ଓ ଦୁଃଖଭରା କାହାଣୀ । ହେଲେ ଆଜି…

ଧୀମା ହୋଇଛି ମୌସୁମୀ, ଲଘୁଚାପ ପ୍ରଭାବରେ ପୁଣି ହେବ ସକ୍ରିୟ । ସ୍କାଏମେଟର ଆକଳନ

କନକ ବ୍ୟୁରୋ :ମୌସୁମୀ କେରଳ ଛୁଇଁବାର ପ୍ରଥମ ୩-୪ ଦିନ ଦ୍ରୁତ ଗତିରେ ବିଭିନ୍ନ ଦକ୍ଷିଣ ରାଜ୍ୟ ଓ ଉତ୍ତର-ପୂର୍ବାଞ୍ଚଳକୁ ଛୁଇଁଥିଲା । ଏହି ସମୟରେ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ମହାରାଷ୍ଟ୍ର ଆଦି ରାଜ୍ୟରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି…