Daily Archives

June 8, 2021

ଆଉ ଏଣେତେଣେ ପକାନ୍ତୁନି ପ୍ଲାଷ୍ଟିକ । ଏଣିକି ଅବ୍ୟବହୃତ ପ୍ଲାଷ୍ଟିକ ବି ଦେବ ରୋଜଗାର, ସ୍ୱାବଲମ୍ବୀ ହେବେ ମହିଳା ।

କନକ ବ୍ୟୁରୋ : ରାସ୍ତା କଡ଼ରେ ଗଦା ହୋଇ ରହିବନି ବସ୍ତା ଭର୍ତ୍ତି ଅବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀ। ନିଜ ନିଜ ସାହି, ବସ୍ତିରେ ଯାହା କିଛି ଅବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀ ବାହାରିବ ତାକୁ ନେଇ ନିଜେ ସ୍ବାବଲମ୍ବୀ ହେବେ ମହିଳା। ସହରରେ ମହିଳା ଗୋଷ୍ଠୀଙ୍କୁ କମ୍ୟୁନିଟି ପ୍ରକଳ୍ପ…

ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ବ୍ୟାଙ୍କମାନଙ୍କ ନୂଆ ଯୋଜନା । ଟିକା ନେଇଥିବା ଲୋକ ଏହି…

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଲୋକମାନଙ୍କ ଖର୍ଚ୍ଚର ଅଟକଳ ବଦଳି ଯାଇଛି । ଲୋକମାନେ ସଂଚୟ ଓ ନିବେଶ ଉପରୁ ଧ୍ୟାନ ହଟାଇଛନ୍ତି । ଏହାସହ ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କିଛି ଲୋକଙ୍କ ମନରେ ଭୟ ଓ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି , ଅର୍ଥାତ…

ଆଶ୍ଚର୍ଯ୍ୟ ହେଲେ ବି ସତ…ଭ୍ୟାକ୍ସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । ଜାଣନ୍ତୁ କେଉଁଠି ଆରମ୍ଭ ହେଲା ଏମିତି…

କନକ ବ୍ୟୁରୋ : ଟୀକା ନେଲେ ମିଳିବ ସ୍ମାର୍ଟଫୋନ୍ । ଭ୍ୟାକସିନ୍ ନେଲେ ମାଗଣାରେ ମିଳିବ ମୋବାଇଲ୍ । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ମୋବାଇଲ୍ ଫୋନ୍ ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା...କିନ୍ତୁ ଏହା ସତ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ…

ଆପଣ ନିତିଦିନିଆ ଜୀବନରେ ପିମ୍ପୁଡି ନିଶ୍ଚୟ ଦେଖୁଥିବେ । ହେଲେ ଏ ହେଉଛି ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି ।…

କନକ ବ୍ୟୁରୋ : ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ । ଆପଣ ସାଧାରଣତଃ ଅଧିକାଂଶ ସ୍ଥାନରେ ପିମ୍ପୁଡି ଦେଖିଥାନ୍ତି । ଏପରିକି ପିମ୍ପୁଡି ମଧ୍ୟ କେବେ ନା କେବେ ଆପଣଙ୍କୁ ନିଶ୍ଚୟ କାମୁଡିଥିବ । କିନ୍ତୁ ଯଦି ଆମେ କହିବୁ, ପିମ୍ପୁଡି କାମୁଡିଲେ…

ହିଞ୍ଜିଳି ମ୍ୟୁନିସିପାଲିଟି ଓ ବ୍ୟବସାୟୀ ସଂଘର ଅଭିନବ ପଦକ୍ଷେପ : ଦୁଇଟି ଡୋଜ ଟିକା ନେଇଥିଲେ ରାସନ ସାମଗ୍ରୀରେ ମିଳିବ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନିସିପାଲିଟିରେ ଲୋକଙ୍କ ଟିକାକରଣ ପାଇଁ ଅଭିନବ ପ୍ରୟାସ । ଲୋକଙ୍କ ଭିତରେ ଟିକା ନେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି ମ୍ୟୁନିସିପାଲିଟି କର୍ତୃପକ୍ଷ । ଏଥିରେ ସହାୟତା କରୁଛନ୍ତି ବ୍ୟବସାୟୀ ସଂଘ । କଥାହେଲା ଦୁଇଟି…

ଦକ୍ଷୀଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡ । ତାଙ୍କ ନାମରେ ଥିଲା ଅର୍ଥ ହେରଫେର ଭଳି…

କନକ ବ୍ୟୁରୋ : ଦକ୍ଷୀଣ ଅଫ୍ରିକା ଡର୍ବାନର ଏକ ଅଦାଲତ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୬୦ ଲକ୍ଷ ରେଣ୍ଡ (ସାଉଥ୍ ଅଫ୍ରିକାର ମୁଦ୍ରା) ହେରଫେର ମାମଲା ଓ କିଛି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ଡର୍ବାନ କୋର୍ଟ ମହାତ୍ମା…