Daily Archives

June 8, 2021

‘ସାବିତ୍ରୀ’ ଆଗରେ ଫିକା ପଡ଼ିଲା କରୋନା । ଲୋକେ ଭୁଲି ଗଲେ କରୋନାର ବିପଦ, ସତର୍କ ନହେଲେ ପୁଣି ଅସମ୍ଭାଳ ହୋଇପାରେ…

କନକ ବ୍ୟୁରୋ : ଦିନକ ପରେ ସାବିତ୍ରୀ । ଆଉ ଆଜି ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ଚିନ୍ତା ଜନକ । ଓଡିଶାରେ ଏବେ ବି କରୋନା ବିପଦଜନକ ପରିସ୍ଥିତିରେ ରହିଛି । ଆସନ୍ତାକାଲି ବଜାରରେ ପ୍ରବଳ ଭିଡର ଆଶଙ୍କା ରହୁଛି । ଏଭଳି ପରିସ୍ଥିତିରେ ସତର୍କ ରହିବାର ଖୁବ୍ ଆବଶ୍ୟକତା ରହିଛି । ସାବିତ୍ରୀ…

ଅନଲକ୍ ପାଇଁ ସରକାରଙ୍କ ବିଚାର! ରଜ ପରେ ଅଧା ଓଡ଼ିଶାରୁ ପର୍ଯ୍ୟାୟକ୍ରମେ ହଟିପାରେ କଟକଣା, ଜାଣନ୍ତୁ ତାଲିକାରେ କେଉଁ…

କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା ପରେ ସଂକ୍ରମଣ ହାର କମ ଥିବା ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଅନଲକ କରିବା ନେଇ ସରକାର ବିଚାର କରୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ସ୍ଥିତିରେ ରାଜ୍ୟରେ ଏବେ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ ରହିଛି । ଆଉ ଯଦି…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନଲକ ପାଇଁ ଚାଲିଛି ବିଚାର, ଜାଣନ୍ତୁ କେଉଁ ଜିଲ୍ଲା ଉପରେ ରହିବ ଫୋକସ? ସମୀକ୍ଷା ବୈଠକ ପରେ…

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପଜିଟିଭିଟି ରେଟ୍ ହ୍ରାସ ପାଉଥିବାରୁ ଆସନ୍ତା କିଛି ସପ୍ତାହ ମଧ୍ୟରେ ସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶାପ୍ରକାଶ କରିଛନ୍ତି ନବୀନ । ତେବେ ପଜିଟିଭିଟି ରେଟ୍ ଅଧିକ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ, ବେଡ ଠାରୁ ଆରମ୍ଭ…

କନକ ବ୍ୟୁରୋ : ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଗଠନ କରାଯାଇ ବୈଷୟିକ କମିଟିର ରିପୋର୍ଟ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁକାବିଲା ପାଇଁ ପରାମର୍ଶ ଜାରି କରିଛି । ଏଥିରେ କୁହାଯାଇଛି, କୋଭିଡ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ…

ପୁଣି ବାହାରିଲା ଚୀନର ପୁରୁଣା ରୋଗ । ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ ବିମାନ । 

କନକ ବ୍ୟୁରୋ : ଭାରତ ଏବଂ ଚୀନ୍ ମଧ୍ୟରେ ବର୍ଷେରୁ ଅଧିକ ସମୟ ଧରି ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଅନେକ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି । ଏମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା…

ଆପଣଙ୍କ ସାହାଯ୍ୟ, ମୋ ସିନ୍ଦୂରକୁ ବଞ୍ଚାଇଦେବ… ଦୟାକରି ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅନ୍ତୁ… ମାସେ ହେବ ଆମ…

କନକ ବ୍ୟୁରୋ: ବିବାହକୁ ପୂରିଛି ମାତ୍ର ଗୋଟିଏ ମାସ । ଯଦି ସମ୍ପର୍କର କ୍ୟାଲେଣ୍ଡର ଓଲଟାଯାଏଁ ତେବେ ଆଜିକୁ ବିବାହ ଠିକ ମାସେ ୩ ଦିନ । ଅର୍ଥାତ ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ମନରେ କେତେ ଆଶା, କେତେ ସ୍ୱପ୍ନ ନେଇ ମୌସୁମୀଙ୍କ ସହ ଆରମ୍ଭ…