Daily Archives

June 6, 2021

୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : କରୋନା ସହ ଲଢେଇ ଭିତରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଘରେ ଘରେ ପହଞ୍ଚିବ ସଞ୍ଜିବନୀ । ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି…

କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।

କନକ ବ୍ୟୁରୋ : କରୋନାରେ ମାଡ ଖାଇଛି ମଧ୍ୟବିତ । ପ୍ରଥମ ଲହରରେ ଏହି ମହାମାରୀ ପ୍ରାୟ ସାଢେ ୩ କୋଟି ମଧ୍ୟବିତଙ୍କୁ ଗରିବ ବନାଇଦେଇଛି । ମଧ୍ୟବିତଙ୍କ ସଂଖ୍ୟା ୯ କୋଟି ୯୦ ଲକ୍ଷରୁ ୬ ଲକ୍ଷ ୬୦ ଲକ୍ଷକୁ ଖସିଛି । ବାକି ମଧ୍ୟବିତ ଗରିବ ହୋଇଯାଇଛନ୍ତି । ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।…

ସାହାଯ୍ୟ ପାଇଁ କରୋନା ପୀଡିତଙ୍କ ଆକୁଳ ନିବେଦନ । ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ ଟଙ୍କା, ଏୟାର ଆମ୍ବୁଲାନ୍ସ ସହ…

କନକ ବ୍ୟୁରୋ : କରୋନାରେ ପୀଡିତ ଜଣେ ୨୮ ବର୍ଷର ଯୁବକଙ୍କ ପରିବାରବର୍ଗ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି । ହସପିଟାଲ କହିଛି ଇସିଏମଓ ଦ୍ୱାରା ଚିକିତ୍ସା ଦରକାର । ଏଥିପାଇଁ କୋଲାକାତା ଯିବାକୁ ପଡିବ । କିନ୍ତୁ ଏହି ଚିକିତ୍ସା ପାଇଁ ଅତି କମରେ ୫୦ ଲକ୍ଷ ଟଙ୍କା ଦରକାର । ଏୟାର…

ଓଡି଼ଶାରେ କରୋନା ଆଣୁଛି ଭଲ ଖବର । ଶହେ ଜଣଙ୍କ ପରୀକ୍ଷାରେ ୯ ଜଣ ହେଉଛନ୍ତି ସଂକ୍ରମିତ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

କନକ ବ୍ୟୁରୋ : କରୋନା ଭିତରେ ଆସୁଛି ଭଲ ଖବର । ଦ୍ୱିତୀୟ ଲହରର ପିକ ପରେ ଖସୁଛି କରୋନା ଗ୍ରାଫ । ଆଉ ଜୁନ ପହିଲାରୁ ଖସୁଛି ସଂକ୍ରମଣ । କମୁଛି ପଜିଟିଭିଟି ରେଟ୍ । ଗତ ୨୪ ଘଂଟା ଭିତରେ ସଂକ୍ରମଣ ହାର ୧୦ ପ୍ରତିଶତ ତଳକୁ ଖସିଆସିଛି । ଅର୍ଥାତ୍ ଯଦି ୧୦୦ ଜଣ କରୋନା ପରୀକ୍ଷା କରୁଛନ୍ତି, ସେଥିରୁ…

କେନ୍ଦ୍ରମନ୍ତ୍ରୀଙ୍କ ହେଲ୍ଥ ଟିପ୍ସ୍ । ମଦ ଏକ ବଡ ଟନିକ୍ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ

କନକ ବ୍ୟୁରୋ : ଡାକ୍ତର କହୁଛନ୍ତି ମଦ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ମଦ ପିଇବା ଦ୍ୱାରା ପରିବାର ତଥା ସମାଜରେ ଅଶାନ୍ତି ସୃଷ୍ଟି ହେଉଛି ବୋଲି ଦାବି କରି ଅନେକ ସାମାଜିକ ସଂଗଠନ ଦେଶରୁ ମଦ ବନ୍ଦ କରିବାକୁ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ହେଲେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା…

୧୯୦ ଲକ୍ଷ ବର୍ଷର ପୁରୁଣା ଶୁଆ । ଓଜନ ଏବଂ ଆକାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

କନକ ବ୍ୟୁରୋ : ଦୁନିଆର ସବୁଠୁ ପୁରୁଣା ତଥା ଲୋପ୍ ପାଇଯାଇଥିବା ପଶୁପକ୍ଷୀଙ୍କ କଥା ଯଦି କୁହାଯାଏ, ତେବେ ମନରେ ସବୁଠୁ ପ୍ରଥମେ ଡାଇନାସୋରର ଚିତ୍ର ସାମ୍ନାକୁ ଆସିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଶୁଆ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଟର୍ଯ୍ୟ ହୋଇଯିବେ ।…