Daily Archives

May 9, 2021

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର । ପ୍ରତାପଙ୍କ ସମେତ ତିନି ଜଣ ଆହତ ।

କନକ ବ୍ୟୁରୋ: ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଜି କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଏକ ଟ୍ରାକ୍ଟର ଆସି ପିଟିବା ଫଳରେ ପ୍ରତାପ ଷଡଙ୍ଗୀଙ୍ଗ ସମେତ ୩ ଜଣ ଆହତ ହୋଇଛନ୍ତି । ନୀଳଗିରି-ସେରଗଡ ଓ ଉଦଳା ରାଜ୍ୟ ରାଜପଥ ନିକଟ ପୋଡାଶୂଳ ନିକଟରେ ଏହି…

ତେଲ ଦରକୁ ନେଇ ତେଜିଲା ରାଜନୀତି । ନିର୍ବାଚନ ସରିବା ପରେ କ୍ରମାଗତ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧିକୁ ବିଜେଡ଼ିର ବିରୋଧ,…

କନକ ବ୍ୟୁରୋ : ନିର୍ବାଚନ ସରିଲା, ତେଲ ଦର ବଢିଲା । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଲ ଦର ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କ୍ରମାଗତ ତୈଲଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛି ବିଜେଡି । କରୋନାର ଘଡିସନ୍ଧି ସମୟରେ ପେଟ୍ରୋଲ, ଡିଜେଲ ଉପରେ ଅଧିକ…

ଆସନ୍ତା ୨୪ ଘଣ୍ଟା ସତର୍କ ରୁହ ୧୯ ଜିଲ୍ଲା ! କାଳବୈଶାଖୀ ଓ ବଜ୍ରପାତ ବିପଦ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ…

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟର ୧୯ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ଯେଉଁଠି ବର ବେକରେ କନିଆଁ ପିନ୍ଧାଉଛି ମଙ୍ଗଳସୂତ୍ର । କାରଣ ଜାଣିଲେ ଆପଣ ବି…

କନକ ବ୍ୟୁରୋ: ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ସାଧାରଣତଃ ବିବାହରେ ବର କନିଆଁକୁ ମଙ୍ଗଳ ସୂତ୍ର ପିନ୍ଧାଇଥାଏ । ଆଉ ଏହି ମଙ୍ଗଳସୂତ୍ର ହିଁ ବିବାହର ପ୍ରତୀକ କୁହାଯାଏ । ହେଲେ ଏଠାରେ ଘଟଣା ଓଲଟା ଘଟିଛି । ଯେଉଁଠି କନିଆଁ ବେକରେ ବର ମଙ୍ଗଳସୂତ୍ର ଦେବା କଥା ସେଠି ବର ବେକରେ କନିଆଁ…

ଭୋକିଲା ରହିବେନି ଗାଈ, ବୁଲା କୁକୁର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲକ୍ଷ ଟଙ୍କା ସହାୟତା

କନକ ବ୍ୟୁରୋ: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ…

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ । ସେନା ଓ ପୋଲିସ ଉଦ୍ଧାର କଲେ ୧୯ଟି ହ୍ୟାଣ୍ଡ ଗ୍ରେନେଡ୍ ।

କନକ ବ୍ୟୁରୋ : ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍‌ ଜିଲ୍ଲାର ଏକ ଗୁପ୍ତ ସ୍ଥାନରେ ଆତଙ୍କବାଦୀମାନେ ଲୁଚାଇ ଥିବା ୧୯ଟି ‘ହ୍ୟାଣ୍ଡ୍‌ ଗ୍ରେନେଡ୍‌’ ଉଦ୍ଧାର କରାଯିବା ସହ ନିରାପତ୍ତା ବଳଙ୍କ ଉପରେ ହେବାକୁ ଥିବା ଆକ୍ରମଣ ଯୋଜନା ଭଣ୍ଡୁର ହୋଇଥିବା କଥା ପ୍ରତିରକ୍ଷା ବିଭାଗର ଜଣେ…