Daily Archives

April 29, 2021

ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ…

କନକ ବ୍ୟୁରୋ: ଦେଶରେ ଦ୍ଵିତୀୟ ଲହରର ଦ୍ରୁତ ସଂକ୍ରମଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହରର ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଏପରିକି କରୋନା ସଂକ୍ରମଣର ଏହି ପରିସ୍ଥିତି ଉପୁଜିବ ବୋଲି କେହି ଆକଳନ କରିପାରିନଥିଲେ। ଦ୍ଵିତୀୟ ଲହର, ପ୍ରଥମ ଲହର ପରି…

କରୋନା ସଂକଟ ଭିତରେ ଭାରତକୁ ସହାୟତାର ହାତ । ବିମାନରେ ରୁଷ ଓ ଆମେରିକାରୁ ଆସିଲା ଅକ୍ସିଜେନ, ଔଷଧ ଓ ଚିକିତ୍ସା ଉପକରଣ ।

କନକ ବ୍ୟୁରୋ: ଭାରତରେ କରୋନା ସଂକଟକୁ ଦେଖି ବିଦେଶୀ ରାଷ୍ଟ୍ର ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି । ସଂକ୍ରମଣର ସଙ୍କଟ ଭିତରେ ଭାରତକୁ ସହାୟତାର ହାତ ବଢାଇଛି ରୁଷିଆ । ଦୁଇଟି ବିମାନରେ କରୋନା ବିରୋଧୀ ଲଢେଇରେ ସହାୟତା କରିବାକୁ ରୁଷିଆ ପଠାଇଛି ଅକ୍ସିଜେନ, ଭେଂଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ…

ଦୁନିଆ ଦେଖିଲା ଦେବେନ୍ଦ୍ର-ରାଜନଙ୍କ ଦୋସ୍ତି । ଜୀବନ-ମରଣ ସହ ଲଢୁଥିଲା ପିଲା ଦିନର ସାଙ୍ଗ, ଦିନକରେ ୧୩୦୦ କିଲୋମିଟର…

କନକ ବ୍ୟୁରୋ: ହ୍ୟାଲୋ... ଦେବେନ୍ଦ୍ର ମୁଁ ରାଜନର ସାଙ୍ଗ ସଞ୍ଜୟ କହୁଥିଲି...ରାଜନକୁ କରୋନା ହୋଇଯାଇଛି ଆଉ ଅକ୍ସିଜେନ୍ ଅଭାବରୁ ସେ ଏବେ ଜୀବନ ମରଣ ସହ ଲଢ଼େଇ କରୁଛି... ହାତରେ ମାତ୍ର ଆଉ ଗୋଟିଏ ଦିନ ଅଛି ଯଦି ଅକ୍ସିଜେନ୍ ନମିଳେ ଆମେ ରାଜନକୁ ସବୁଦିନ ପାଇଁ ହରେଇଦେବା... ଦେବେନ୍ଦ୍ର ତୁମେ…

କିଏ ଜିତିବ ଆସାମ? ମ୍ୟାଜିକ ନମ୍ବର ପାଇଁ ହୋଇପାରେ ମହାଲଢେଇ । ପଢନ୍ତୁ ସି ଭୋଟର ସର୍ଭେରେ କିଏ ପାଇବ କେତେ ସିଟ?

କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ଆସାମରେ ହୋଇପାରେ କଡା ଟକ୍କର । ମ୍ୟାଜିକ ନମ୍ବର ପାଇଁ ହୋଇପାରେ ମହାଲଢେଇ, ବିଜେପିକୁ ମିଳିପାରେ ୫୮ରୁ ୭୧ ଆସନ ଓ କଂଗ୍ରେସ ଖାତାକୁ ଯାଇପାରେ ୫୩ରୁ ୬୬ ଆସନ । ତେଣୁ ଏହି ଆସନରେ କଡା ଟକ୍କର ଦେଖିବାକୁ ମିଳିବ ।…

ମୋ ସମୟ ସରିଲାଣି, ତାଙ୍କୁ ମୋ ବେଡ୍ ଦେଇଦିଅ… ତାଙ୍କୁ ଜିଇଁବାର ଅଛି ଅନେକ ଦିନ । ହସ୍ପିଟାଲରେ ଯୁବକ ପାଇଁ ବେଡ୍…

କନକ ବ୍ୟୁରୋ: ମୁଁ ୮୫ ବର୍ଷର ହୋଇଗଲିଣି, ଅଧାରୁ ଅଧିକ ଜୀବନ ଜିଁ ସାରିଲିଣି । ମୋ ଜୀବନ ଅପେକ୍ଷା ଏ ଯୁବକର ଜୀବନ ଅଧିକ ମୂଲ୍ୟବାନ । କାରଣ ଏ ଲୋକଟିର ଛୋଟ ଛୋଟ ପିଲା ଦୁଇଟା ଅଛନ୍ତି, ମୁଁ ସ୍ୱଇଚ୍ଛାରେ କହୁଛି...ମୋତେ ବେଡ୍ ଦିଅନ୍ତୁନି ବରଂ ଦୟାକରି ମୋ ବେଡ୍ ଏ ଲୋକଙ୍କୁ ଦେଇ ଦିଅନ୍ତୁ ।…

ବଲାଙ୍ଗୀରରୁ ଆସିଲା ଅଭାବନୀୟ ଚିତ୍ର । କରୋନାରେ ମୃତ୍ୟୁ ହେଲା ବୋଲି ପାଖ ମାଡିଲେନି ସମ୍ପର୍କୀୟ, ପଡୋଶୀ । ଗାଁ ସରପଂଚ…

କନକ ବ୍ୟୁରୋ: ଭୂତାଣୁର ଭୟ ମଣିଷକୁ କେତେ ନିର୍ଦ୍ଦୟୀ କରି ଦେଉଛି, ତାର ଆଉ ଏକ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲାରୁ । ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ବେକାବୁ ହେଉଥିବା ବେଳେ ମୃତ୍ୟୁର ସାଂଘାତିକ ଚିତ୍ର ସବୁ ସାମ୍ନାକୁ ଆସିବାରେ ଲାଗିଛି । କେତେବେଳେ ଲକ୍ଷଣ ଥିବା ରୋଗୀ, ପରୀକ୍ଷା…