Daily Archives

April 25, 2021

ଆମ ରାଜ୍ୟରେ କେତେ ରୋଗୀଙ୍କୁ ପଡୁଛି ଅକ୍ସିଜେନର ଆବଶ୍ୟକତା? କ’ଣ କହୁଛି ଓଡ଼ିଶାରେ ଅକ୍ସିଜେନର ହିସାବ କିତାବ…

କନକ ବ୍ୟୁରୋ: ଦେଶରେ ଏବେ କରୋନା ପାଇଁ ଅକ୍ସିଜେନର ହାହାକାର ପଢ଼ିଛି । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି ଆଇସିୟୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ରାଜ୍ୟରେ କେତେ ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ୍ ଯୋଗାଇ ଦେଉଥିବାବେଳେ…

ରାଜ୍ୟରେ ଉତ୍କଟ ହେଉଛି କରୋନା ସ୍ଥିତି । ଆଇସିୟୁରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଂଟାରେ ରାଜ୍ୟରେ ପୂରଣ…

କନକ ବ୍ୟୁରୋ: ରାଜ୍ୟରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୨ଟି ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ୮ଜିଲ୍ଲା ୟେଲୋ ଜୋନରେ ରହିଛି । ଆଉ ଏହାରି ଭିତରେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି ।…

ସାନିଟାଇଜ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାରେ ମନ୍ଦିର ସାନିଟାଇଜ କରୁଛି…

କନକ ବ୍ୟୁରୋ: ସାନିଟାଇଜ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣ ପାଇଁ ପ୍ରତି ରବିବାରେ ଶ୍ରୀମନ୍ଦିର ସାନିଟାଇଜ କରାଯାଉଥିବା ବେଳେ ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିର ଭିତର ବାହାରକୁ ସାନିଟାଇଜ କରିଛି ପ୍ରସାଶନ । ଶନିବାର ଏବଂ ରିବିବାର ସଟଡ଼ାଉନ୍ ଜାରି…

ସଟଡାଉନ ପାଇଁ ନବରଙ୍ଗପୁରରେ କ୍ଷୀର ବିକ୍ରି କରିପାରିଲେନି ଚାଷୀ । ସେପଟେ ଗାଁରେ ପଡ଼ିଲା ସହର ସଟଡାଉନର ପ୍ରଭାବ । 

କନକ ବ୍ୟୁରୋ: ନବରଙ୍ଗପୁରର କ୍ଷୀର ଚାଷୀଙ୍କ ଉପରେ ସଟଡ଼ାଉନ୍ ପ୍ରଭାବ ପଡ଼ିଛି  । ନିଜର ଉତ୍ପାଦିତ କ୍ଷୀର ବିକ୍ରି କରିନପାରି ହନ୍ତ ସନ୍ତ ହେଉଛନ୍ତି ନବରଙ୍ଗପୁରର ଝରିଗାଁ ଅଂଚଳର କ୍ଷୀର ଚାଷୀ । ସଂକ୍ରମଣକୁ ରୋକିବା ପାଇଁ ସରକାର କଟକଣା ଲାଗୁ କରୁଛନ୍ତି । ଆଉ ଏହା ଏବେ ଲୋକଙ୍କ ଜୀବନ ଜୀବିକା…

ଦିଲ୍ଲୀରେ ବଢିଲା ଲକଡାଉନ୍ ଅବଧି । ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର

କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଣି ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ମେ ମାସ ୩…

ମୋଦୀଙ୍କ ‘ମନ୍ କି ବାତ୍’ । କହିଲେ କଷ୍ଟ ସହିବା ସୀମାର ପରୀକ୍ଷା ନେଉଛି କରୋନା

କନକ ବ୍ୟୁରୋ :  କୋଭିଡ୍‌-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତୁ, ଏଥରର କରୋନା ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି ପକାଇଛି। କୋଭିଡ୍‌ର ଏହି ପ୍ରବାହକୁ ମୁକାବିଲା କରିବା ନିମନ୍ତେ ଔଷଧ ଶିଳ୍ପ, ଅମ୍ଳଜାନ ଉତ୍ପାଦନ ଆଦି ଅନେକ…