Daily Archives

April 20, 2021

ହାଇଦର ଫେରାର ମାମଲା, ଷଡଯନ୍ତ୍ରର ନୂଆ ଗୁମର । ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ଓ ଜେଲ୍ ୱାର୍ଡରଙ୍କୁ ବାନ୍ଧିଲା…

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଫେରାର ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା କମିସନରେଟ ପୁଲିସ । କର୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ କନଷ୍ଟେବଳ ଓ ଜଣେ ଜେଲ ୱାର୍ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ମଙ୍ଗଳବାଗ ଥାନା ପୁଲିସ । ଏସସିବିରେ ହାଇଦର ଚିକିତ୍ସା ଚାଲିଥିବା ସମୟରେ…

କରୋନ ସଂକ୍ରମଣ ଯୋଗୁଁ ଠାକୁର ଦୁଆର ବନ୍ଦ । ସେପଟେ ଚିନ୍ତା ବଢ଼ାଉଛି ପୁରୀରେ ସବାୟତଙ୍କ ସଂକ୍ରମଣ, କଟକର କୁମ୍ଭମେଳା…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଧାର୍ମିକ ଅନୁଷ୍ଠାନ ନେଇ ମହାନଗର ନିଗମ ପ୍ରଶାସନ ନେଇଥିବା ନିଷ୍ପତି ହୁଏତ, ସାରା ରାଜ୍ୟ ପାଇଁ ଏକ ସଂକେତ ହୋଇପାରେ, ଯଦି ଓଡ଼ିଶାରେ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲେ । ଭୁବନେଶ୍ୱରର ସବୁ ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ସମେତ…

ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି । ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର ।

କନକ ବ୍ୟୁରୋ: ଘରକୁ ବାହୁଡି ଆସୁଛି ଶ୍ରମିକ, ଯେତେବେଳେ ଜୀବିକା ଚାଲି ଯାଉଛି, ଆଉ ଜୀବନ ସଂକଟରେ, ସେତେବେଳେ ପରିବାର ପାଖକୁ ଫେରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ହେଲେ ନିଜ ମା’ ମାଟିର କୋଳକୁ ଫେରିବା ବାଟରେ ବି କଂଟା ହୋଇ ଠିଆ ହୋଇଛି କରୋନା । ବାହାର ରାଜ୍ୟରୁ ଫେରୁଥିବାରୁ ନିଜ…

ଅମିତ ମିଶ୍ରାଙ୍କ ଚମତ୍କାର ବୋଲିଂ । ୧୩୭ ରନ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଅମିତ ମିଶ୍ରା ଚମତ୍କାର ବୋଲିଂ କରିଛନ୍ତି । ତାଙ୍କ ବୋଲିଂରେ ଧରାଶାୟୀ ହୋଇ ପଡିଛି ମୁମ୍ବାଇ ଦଳ । ଫଳରେ ମୁମ୍ବାଇ ଏହି ମ୍ୟାଚରେ ୧୩୭ ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ଦିଲ୍ଲୀ ଆଗରେ ୧୩୭ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ…

ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି । କହିଲେ, ଲକଡାଉନ ହେଉ ଅନ୍ତିମ ବିକଳ୍ପ

କନକ ବ୍ୟୁରୋ : ଆଜି କରୋନାର ଦ୍ୱିତୀୟ ଲହରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଲକଡାଉନରୁ ବଞ୍ଚିବାକୁ ରାଜ୍ୟ ସରକାର କାମ କରନ୍ତୁ । ଆମ ପାଇଁ ଅନ୍ତିମ ବିକଳ୍ପ ହେଉ ଲକଡାଉନ । ମାଇକ୍ରୋ କଣ୍ଟନମେଣ୍ଟ ଜୋନକୁ ଗୁରୁତ୍ୱ ଦିଅନ୍ତୁ ରାଜ୍ୟ…

କରୋନା କାଳରେ ମାଟ୍ରିକ୍ ପରୀକ୍ଷା ବାତିଲ ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ନବୀନ ନିବାସ ସାମ୍ନାରେ ଧାରଣାରେ…

କନକ ବ୍ୟୁରୋ: ଅନିଶ୍ଚିତତା ଘେରରେ ଦଶମ ପରୀକ୍ଷା । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରି ପାରୁନି ନଷ୍କର୍ସ । ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ । ଭୁବନେଶ୍ୱରର…