Daily Archives

April 20, 2021

ଦେଶକୁ ସମ୍ବୋଧିତ କରିବେ ମୋଦି । ରାତି ୮ଟା ୪୫ ମିନିଟରେ କରୋନା ସ୍ଥିତି ନେଇ କରିବେ ସମ୍ବୋଧନ । 

କନକ ବ୍ୟୁରୋ : କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ରାତି ୮.୪୫ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । କରୋନା ପ୍ରସଙ୍ଗରେ କହିପାରନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ କଣ କହିବେ ତା ଉପରେ ରହିଛି ସମସ୍ତଙ୍କ…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କୋର୍ଟ । କହିଲେ, ଆପଣ କଣ ରୋଗୀଙ୍କୁ ଅମ୍ଲଜାନ ପାଇଁ ଅପେକ୍ଷା କରିବାକୁ କହିବେ କି?

କନକ ବ୍ୟୁରୋ :  କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ପାଇଁ ଅମ୍ଳଜାନର ଅଭାବ ଏବେ ଦେଶରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଅମ୍ଳଜାନ ଅଭାବ କାରଣରୁ ବହୁ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାର ବହୁ ଅଭିଯୋଗ ଆସୁଛି। ଏଘଟଣାକୁ ନେଇ ଆଜି ନିଜର ଗଭୀର ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ କରିବା…

କରୋନା ପାଇଁ ଯାଉଛି ଜୀବନ । ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ । ବେସାହାରା ହୋଇଗଲା ପରିବାର

କନକ ବ୍ୟୁରୋ: କରୋନର କରୁଣ ଚିତ୍ର । ଆସିଛି ମୟୂରଭଂଜ ଜିଲ୍ଲା ମୋରଡା ବ୍ଲକ ନୂଆ ଗାଁରୁ ଆସିଛି, ଅସହାୟତାର ଦୁଃଖଦ ଦୃଶ୍ୟ । ନୂଆ ଗାଁ ପାଖ ପୋଲ ତଳେ କରୋନା ଆକ୍ରାନ୍ତ ପୁଅ ସହ ଝଡ ତୋଫାନ ରାତି କାଟିଛି ମାଆ । ଘରେ ସଙ୍ଗରୋଧ ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ ପୋଲ ତଳେ ଆଶ୍ରୟ ନେଇଥିଲେ ପୁଅ ।…

ଭୁବନେଶ୍ୱରରେ ୫ଶହ ଟପିଲା ଆକ୍ରାନ୍ତ ସଂଖ୍ୟା । ଆଜି ୫୮୧ ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ବଢୁଛି ଭୂତାଣୁ ଭୟ । ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ । ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଭୁବନେଶ୍ୱରରେ ୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଶୋକ ନଗର, ବଡଗଡ, ବରମୁଣ୍ଡା,…

ମହାମାରୀ ମୁକାବିଲା ପାଇଁ ନବୀନଙ୍କ ମନ୍ତ୍ର । ଅମ୍ଲଜାନ ବେଡ ପ୍ରସ୍ତୁତ ରଖ, ଔଷଧର ଅଭାବ ଯେପରି ନରୁହେ ଦୃଷ୍ଟି ଦିଅ । 

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । କୋଭିଡ ସମୀକ୍ଷା ବୈଠକରେ ୬ଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବାକୁ ନବୀନ ନିର୍ଦ୍ଦେଶ…

ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ତେଣୁ ମୁମ୍ବାଇର ଦୁଇ ଓପନର ଏବେ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇ ଟେବୁଲର ଶୀର୍ଷରେ…