ଲକଡାଉନ ଆଡକୁ ଗତି କରୁଛି ମହାରାଷ୍ଟ୍ର । କ୍ୟାବିନେଟ ମିଟିଂରେ କଡାକଡି ଲକଡାଉନ ନେଇ ପ୍ରସ୍ତାବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

88

କନକ ବ୍ୟୁରୋ: ଲକଡାଉନ ଆଡକୁ ଅଗ୍ରସର ହେଉଛି ମହାରାଷ୍ଟ୍ର । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଲକଡାଉନ କରିବାକୁ ପ୍ରସ୍ତୁତି କରୁଛନ୍ତି ମହାରାଷ୍ଟ୍ର ସରକାର । ତେବେ ‘ବ୍ରେକ ଦ ଚେନ୍’କୁ ଗୁରୁତ୍ୱ ଦିଆଯାଇ ଯେମିତି ଲୋକଙ୍କ ଯାତାୟତ ଉପରେ କୌଣସି ପ୍ରଭାବ ନପଡେ ସେ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ । ଆଜି କାଲି ଭିତରେ ଏନେଇ ନିଷ୍ପତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିବେ ।

Comments are closed.