ଉପରମୁହାଁ ସଂକ୍ରମଣ ଭିତରେ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢାଇଲାଣି ହସ୍ପିଟାଲରେ ବେଡ୍ ଅଭାବ । କେନ୍ଦ୍ର ସରକାରଙ୍କ…
କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣରେ ଏବେ ଯେଉଁ କେତୋଟି ରାଜ୍ୟ ଆଗରେ ଅଛନ୍ତି ତା ମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ର ଅଛନ୍ତି ଆଗରେ । ଦିଲ୍ଲୀରେ ଦୈନିକ ସଂକ୍ରମିତ ୨୪ ହଜାରରେ ପହଁଚିବା ପରେ ବଢିଯାଇଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିନ୍ତା । ସେପଟେ ଅକ୍ସିଜେନ ଓ ବେଡ୍ ସଂଖ୍ୟାକୁ ନେଇ…