Daily Archives

April 10, 2021

କମାଣ୍ଡରଙ୍କ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ ଘଟିଗଲା ଛତିଶଗଡ଼ ବିଜାପୁରର ନରସଂହାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

କନକ ବ୍ୟୁରୋ: ଲାଲ୍ ବର୍ବରତାର ଏହି ସବୁ ଛାତିଥରା ଚିତ୍ର, ଯେତେବେଳେ ସାମ୍ନାକୁ ଆସିଥିଲା, ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଲାଲ୍ଗଡ଼ରେ ନଜର ରଖିଥିବା ଯବାନ, ମାଓବାଦୀଙ୍କ ଚକ୍ରବ୍ୟୁହକୁ ଚାଲି ଆସିଥିଲେ । ଆଉ କିଛି ଘଂଣା ଭିତରେ ସାମ୍ନାକୁ ଆସିଥିଲା…

ପ୍ରାୟ ୧୦ ବର୍ଷ ପରେ ପୁଣି ଏମାର ମଠରୁ ଉଦ୍ଧାର ହେଲା ରୂପା ଇଟା । ମଠ ଭିତରେ ଥିବା ଏକ ବନ୍ଦ କୋଠରୀ ଚଟାଣରୁ ବାହାରିଲା…

କନକ ବ୍ୟୁରୋ: ପ୍ରାୟ ଦଶବର୍ଷ ପରେ ପୁଣି ଥରେ ପୁରୀର ଏମାର ମଠ ଖବରର ଶିରୋନାମାକୁ ଆସିଛି, ଯେତେବେଳେ ମଠରୁ ୪୫ ଖଣ୍ଡ ରୂପା ଇଟାକୁ ଉଦ୍ଧାର କରାଯାଇଛି । ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟି ତଳୁ ବାହାରିଛି ରୂପା ଇଟା । ଉଦ୍ଧାର ହୋଇଥିବା ଏହି ଇଟା, କେବଳ ମଠର ମାହାତ୍ମ୍ୟର କଥା ବୟାନ…

ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ । କଟକ ଡିସିପି…

କନକ ବ୍ୟୁରୋ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା । ହାଇଦର ପାଇଁ ଆଲର୍ଟରେ ପୋଲିସ । ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ…

କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର ।

କନକ ବ୍ୟୁରୋ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଫେରାର ହେଲା ହାଇଦର । ହାଇଦର ଫେରାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହେଇଗଲା କୁଖ୍ୟାତ ଅପରାଧୀ ହାଇଦର । ତେବେ…

ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

କନକ ବ୍ୟୁରୋ: ଆଜି ଆଇପିଏଲ ୨୦୨୧ର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ବ୍ୟାଟିଂ କରିବାକୁ ପ୍ରଥମେ ମୈଦାନକୁ ଓହ୍ଲାଇବ ଧୋନୀ ବାହିନୀ । ଉଭୟ…

ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ଗୁରୁତ୍ୱ  । ମେ’ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ…

କନକ ବ୍ୟୁରୋ: "ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ 'ଏହି ଉକ୍ତି କୁ ଅକ୍ଷରେ ଅଷରେ ପାଳନ  କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର  କାମ କରିଚାଲିଛନ୍ତି । ଆଗାମୀ ମେ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ…