Daily Archives

April 7, 2021

ସଂକ୍ରମିତ ଜିଲ୍ଲାରେ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ସାମ୍ନାସାମ୍ନିି ବୈଠକ ଉପରେ କଟକଣା । ବିଏମସି ଓ ବିଡିଏ…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଅଫିସରେ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । ଭୁବନେଶ୍ୱର ଓ କଟକ ସମେତ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ସେସବୁ ସ୍ଥାନର ସରକାରୀ ଅଫିସକୁ ସାଧାରଣ ଲୋକ ଯାଇପାରିବେ ନାହିଁ…

ରବି ଧାନ ସଂଗ୍ରହ ନେଇ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ରୁ ଏପ୍ରିଲ ୧୦କୁ ବଢିଲା ସମୟ ସୀମା ।

କନକ ବ୍ୟୁରୋ: ୨୦୨୦-୨୧ ବର୍ଷରେ ରାଜ୍ୟରେ ରବି ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ ତାରିଖରୁ ଏପ୍ରିଲ ୧୦ ତାରିଖକୁ ସମୟ ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରବି ଧାନ ସଂଗ୍ରହ…

ମହାବିଦ୍ୟାଳୟ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ବିଏମ୍‌ସି । କରୋନା ହେତୁ କଟକଣା କଡ଼ାକଡ଼ି କରିବାକୁ ପରାମର୍ଶ।

କନକ ବ୍ୟୁରୋ: କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବୁଧବାର ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି । ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ ଓ ଡିଗ୍ରି କଲେଜଗୁଡ଼ିକରେ…

ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ…

କନକ ବ୍ୟୁରୋ: ହଜାର ହଜାର ଲୋକଙ୍କ ରାଲି ଏବଂ ଲକ୍ଷାଧିକ ଲୋକଙ୍କୁ ନେଇ ହେଉଥିବା ସମାବେଶ ଭିତରେ ଆପଣ, ନିର୍ବାଚନ ଜିତିବାର ଜୋସ୍, ଦଳୀୟ କର୍ମୀଙ୍କୁ ଉତ୍ସାହିତ କଲା ଭଳି ଭାଷଣ ଏବଂ ଶାସକ-ବିରୋଧୀ ଲଢ଼େଇ, ସବୁ କିଛି ପାଇବେ । କିନ୍ତୁ ଭୂତାଣୁକୁ ନେଇ ଭୟ, କୋଭିଡ୍ କଟକଣା ଏବଂ ସାମାଜିକ ଦୂରତା…

ରହସ୍ୟମୟ ହେଉଛି କରୋନାର ଦ୍ୱିତୀୟ ଲହର । ନୂଆ ଭାରିଏଂଟ ପାଇଁ ଦ୍ରୁତ ଗତିରେ ବଢ଼ୁଛି କି ସଂକ୍ରମଣ ? ହେଲେ ହସ୍ପିଟାଲରେ…

କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦେଶର ପ୍ରାୟ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ପ୍ରଭାବ ବେଶ୍ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହାରି ଭିତରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି - ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ସବୁଠୁ ଅଧିକ ଆକ୍ରାନ୍ତ ୨୦୨୦…

ଓଡିଶାରେ ହଠାତ୍ ବଢିଲା କୋଭିଡ୍ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୭୯୧ ଆକ୍ରାନ୍ତ ଚିହ୍ନଟ । ସେପଟେ ପଶ୍ଚିମ ଓଡିଶା…

କନକ ବ୍ୟୁରୋ: ହଠାତ ଓଡିଶାରେ କୋଭିଡ୍ ସଂକ୍ରମଣ ହାର ବଢି ଯାଇଛି । ରାଜ୍ୟରେ ମଙ୍ଗଳବାର ୫୮୮ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ବୁଧବାର ଚିହ୍ନଟ ହୋଇଛନ୍ତି ୭୯୧ ଜଣ । ସବୁ ଜିଲ୍ଲା ମଧ୍ୟରେ ସୁନ୍ଦରଗଡରେ ପରିସ୍ଥିତି ଉଦବେଗଜନକ ରହିଛି । ଏଠାରେ ୧୪୭ଜଣ ଟିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ…