Daily Archives

April 6, 2021

ଦିଲ୍ଲୀକୁ ଫେରିଲା ନାଇଟ କର୍ଫ୍ୟୁ । ଏପ୍ରିଲ ୩୦ ଯାଏଁ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଟକଣା ।

କନକ ବ୍ୟୁରୋ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ । ସୋମବାର ସର୍ବାଧିକ ଦୈନିକ ସଂକ୍ରମିତ ଚହ୍ନଟ ହେବା ପରେ ମଙ୍ଗଳବାର ସାମାନ୍ୟ ହ୍ରାସ ପାଇ ୯୬ ହଜାର ୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ୧୧ଟି ରାଜ୍ୟରୁ ପ୍ରାୟ ୯୦ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ଲଗାତାର…

ମାଓବାଦୀଙ୍କ କବଜାରେ ଏବେ ବି ଅଛନ୍ତି ଯବାନ । ଛତିଶଗଡ ଡିଜି କହିଲେ, ଖୋଜିବା ଲାଗି ଚାଲିଛି ଅପରେସନ

କନକ ବ୍ୟୁରୋ: ଅନୁମାନ କରାଯାଉଛି ମାଓବାଦୀଙ୍କ ଗହଣରେ ବନ୍ଦୀ ଅବସ୍ଥାରେ ଥାଇପାରନ୍ତି ନିଖୋଜ ଯବାନ ରାକେଶୋର ସିଂ ମନହସ । ତାଙ୍କୁ ଉଦ୍ଧାର କରିବା ପାଇଁ ଏବେ ଚାଲିଛି ସର୍ଚ୍ଚ ଅପରେସନ । ଲାଲବାହିନୀ ତାଙ୍କୁ ଅପହରଣ କରିନେଇଥିବା ଗଣମାଧ୍ୟମରୁ ଜାଣିଥିବା କହିଛନ୍ତି ବସ୍ତର ଆଇଜି ପି.…

କଟକ ଘରୋଇ ନର୍ସିଂହୋମରେ ଅଭାବନୀୟ ଘଟଣା । ଶବକୁ ୧୨ ଘଂଟା ଯାଏଁ କରାଯାଉଥିଲା ଚିକିତ୍ସା ।

କନକ ବ୍ୟୁରୋ: କଟକ ସହରରେ ଶବକୁ ଘଂଟା ଘଂଟା ଧରି ଚିକିତ୍ସା କରାଯାଇଛି ଏବଂ ଚିକିତ୍ସା ଖର୍ଚ୍ଚ ବାବଦରେ ୮୦ ହଜାର ଟଙ୍କା ବି ଦାବି କରାଯାଇଛି । ରୋଗ ଓ ରୋଗୀ ନାଁରେ ଶୋଷଣ କରୁଥିବା ଘରୋଇ ନର୍ସିଂ ହୋମର ଅସଲ ମୁଖା ଖୋଲିଛି, ଯେତେବେଳେ ପୀଡ଼ିତ ପରିବାର ଥାନାର ଦ୍ୱାରସ୍ତ ହୋଇଛନ୍ତି । କଟକ…

ଗତ ଦୁଇ ଦିନରେ ୨ଲକ୍ଷ ସଂକ୍ରମଣ ପରେ ସତର୍କ କରାଇଲେ ସରକାର । ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଲେ, ଖରାପ ହେଉଛି…

କନକ ବ୍ୟୁରୋ: ଗତ ଦୁଇ ଦିନରେ ୨ଲକ୍ଷ ସଂକ୍ରମଣ ପରେ ସତର୍କ କରାଇଲେ ସରକାର । ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି ଦେଶରେ ଖରାପ ହେଉଛି ପରିସ୍ଥିତି ଏବଂ ଆସନ୍ତା ୪ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ସାମ୍ବାଦିକ ସମ୍ମିଳନୀ କରି କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବା ବେଳେ ଏହା…

କୁନି ପିଲାଙ୍କ ପାଇଁ ଭୟଙ୍କର ହୋଇପାରେ ଭୂତାଣୁ । ଦ୍ୱିତୀୟ ଲହର ଭିତରେ ମତ ରଖିଲେ ବିଶେଷଜ୍ଞ ।

କନକ ବ୍ୟୁରୋ: କରୋନାର ‘କ’ ବି ବୁଝୁନଥିବା କୁନି ପିଲାଙ୍କ ପାଇଁ ଭୂତାଣୁ ଯେ ଭୟାନକ ହୋଇପାରେ - ଏହି ଆଶଙ୍କା ବଢ଼ିଛି ଯେତେବେଳେ କରୋନାର ଦ୍ୱିତୀୟ ଲହରୀ ଭିତରେ ବିଶେଷଜ୍ଞ କହୁଛନ୍ତି, ଛୋଟ ପିଲାଙ୍କୁ ସଂକ୍ରମଣ କରୁଛି କରୋନା । କରୋନାର ପ୍ରଥମ ଲହରରେ ଭୂତାଣୁ ଛୋଟ ପିଲା ମାନଙ୍କୁ ବିଶେଷ ଭାବେ…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବେଳେ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବ । ମନ୍ଦିର ଭିଡକୁ କମ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା । ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିଛି । ରାଜ୍ୟରେ ସମସ୍ତ ମନ୍ଦିର…