Daily Archives

April 3, 2021

ଜଗା ଦର୍ଶନ ପାଇଁ ଆସିଥିବା ବେଳେ ଘଟିଗଲା ଅଭାବନୀୟ ଘଟଣା । ବ୍ୟାରିକେଡରେ ଫସିଗଲା ୫ ବର୍ଷର ଶିଶୁ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ସମୁଖରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୋତାଷ୍ଟାଣ୍ଡ ନିକଟରେ ଥିବା ବ୍ୟାରିକେଡ୍ରେ ଫଶି ଯାଇଥିଲା ଜଣେ ୫ ବର୍ଷୀୟା ଶିଶୁ । ରେଲିଂ ଭିତରେ ତା’ର ମୁଣ୍ଡ ପଶି ଯାଇଥିବାରୁ ଏହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ଶେଷରେ ପୁଲିସ ଓ ଅଗ୍ନିଶମ…

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗି ନିଲମ୍ବିତ ହେଲେ ୩ ବିଧାୟକ । ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ…

କନକ ବ୍ୟୁରୋ: ଗଣତନ୍ତ୍ରର ପବିତ୍ର ଗୃହରେ ବିଧାୟକଙ୍କ ଅଗଣତାନ୍ତ୍ରିକ ଆଚରଣ ମହଙ୍ଗା ପଡ଼ିଛି । ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡ଼ିବା ଘଟଣାରେ ବିରୋଧୀ ଦଳ ଉପ-ନେତା ବିଷ୍ଣୁ ସେଠୀ, ସମ୍ବଲପୁର ବିଧାୟକ ଜୟ ନାରୟଣ ମିଶ୍ର ଏବଂ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି…

କେତେ ଜରୁରୀ ନାଇଟ୍ କର୍ଫ୍ୟୁ? ଭିନ୍ନ ଭିନ୍ନ ମତ ରଖିଲେ ବିଶେଷଜ୍ଞ । ଜାଣନ୍ତୁ, କଣ କହିଲେ…

କନକ ବ୍ୟୁରୋ: ସଂକ୍ରମଣ ରୋକିବା ପାଇଁ ଲକଡାଉନ, ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି କଟକଣା ଲଗାଇଥାନ୍ତି ସରକାର । ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ପୁନେରେ ସଂଧ୍ୟା ୬ରୁ ୧୨ ଘଂଟିଆ କର୍ଫ୍ୟୁ ଲଗାଯାଇଛି । ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର…

ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ସୋମବାରଠାରୁ ୧୦ଟି ଜିଲ୍ଲାରେ…

କନକ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ଏବଂ ଛତିଶଗଡ଼ରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି ।…

ସଂକ୍ରମଣ ରୋକିବାକୁ ଜାରି ହେଉଛି ନାଇଟ୍ କର୍ଫ୍ୟୁ । ହେଲେ ନିର୍ବାଚନ ପ୍ରଚାରରେ ହେଉଛି ବିଶାଳ ରାଲି । ସମାବେଶରେ ଯୋଗ…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ଆଖିରେ ରଖି ନାଇଟ୍ କର୍ଫ୍ୟୁ ଜାରି ହୋଇଛି । କୋଭିଡ କଟକଣା ରହିଛି ହେଲେ ରାଜନୈତିକ ସମାବେଶ ଓ ରାଲି ଉପରେ ଏହି କଟକଣା ଲାଗୁ ହେଉ ନାହିଁ । ଏବେ ଦେଶର ୫ଟି ରାଜ୍ୟରେ ନିର୍ବାଚନର ମାହୋଲ । ରାଜନୈତିକ ରାଲି, ସମାବେଶରେ କରୋନା କଟକଣାକୁ ଖୋଲାଖୋଲି…

କରୋନା କବଳରେ କୁମ୍ଭମେଳା । ୪ ଦିନରେ ୩୦୦ ଲୋକ କରୋନା ସଂକ୍ରମିତ । ସଂକ୍ରମିତଙ୍କ ମଧ୍ୟରେ ସାତ ଜଣ ସାଧୁ ସାମିଲ ।

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଚଳିତ ବର୍ଷ କେବଳ ଗୋଟେ ମାସ ପାଇଁ କୁମ୍ଭମେଳା କରିବାକୁ ଅନୁମତି ଦେଇଛନ୍ତି ସରକାର। କରୋନା କଟକଣା ମଧ୍ୟ କୁମ୍ଭମେଳା କରିବାକୁ ଅନୁମତି ମିଳିଥିବା ବେଳେ, ୪ ଦିନ ମଧ୍ୟରେ ୩୦୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଶଙ୍କରାଚାର୍ଯ୍ୟ ଛକରେ…