Daily Archives

March 30, 2021

ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଶହ ଶହ ଚାଷୀ । ଅଜଣା ପୋକ ଲାଗି ନଷ୍ଟ ହେଉଛି ତରଭୁଜ ଗଛ ।

କନକ ବ୍ୟୁରୋ: ଖରାଦିନରେ ତରଭୁଜର ଚାହିଦା ରୁହେ । ଖରା ତରାରୁ ଆସିଲେ ତରଭୁଜ ଟିକେ ଖାଇବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ହୁଏ । ତେଣୁ ଖରା ଦିନେ ତରଭୁଜ ଭଲ ବିକ୍ରି ହେବ । ଏହି ଆଶାରେ ତରଭୁଜ ଚାଷ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଶହଶହ ଚାଷୀ । ହେଲେ ଏବେ ତରଭୁଜ ଚାଷରେ ଅଜଣା…

ନବରଙ୍ଗପୁରରୁ ଆସିଲା ଅଭାବନୀୟ ଖବର । ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଉଦ୍ଧାର କରି ହସ୍ପିଟାଲରେ…

କନକ ବ୍ୟୁରୋ: ପିଲାଟିଏ ପାଇଁ କିଏ କେତେ ଦିଅଁ ଦେବତାଙ୍କୁ ପୂଜା କରନ୍ତି । ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା ବାବଦରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ବାପା-ମାଆ ହେବା ପାଇଁ ବ୍ୟାକୁଳ ହୋଇ ଚାହିଁଥାନ୍ତି । ହେଲେ ନବରଙ୍ଗପୁରରୁ ଆସିଛି ଏକ ଅଭାବନୀୟ ଖବର । ସେଠାରେ ଏକ ଅଳିଆ ଗଦାରୁ…

ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଂଚଳର ଲୋକେ । ରାତି ଅଧରୁ ଲାଗୁଛି ଲମ୍ବା ଲାଇନ୍ ।

କନକ ବ୍ୟୁରୋ: ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ ସହ ତାଳ ଦେଇ ଚାଲିଛି ଜଳ ସଙ୍କଟ । ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଞ୍ଚଳରେ ଥିବା ଗୁଣ୍ଠାବେଡା ପଞ୍ଚାୟତର ଆର.ଏ.ସି-୧୫ ଗ୍ରାମବାସୀ । ଏହି ଗ୍ରାମରେ ପିଇବା ପାଣି ପାଇଁ ସକାଳୁ ଲାଗେ ଲମ୍ବା ଲାଇନ । ଘଣ୍ଟା ଘଣ୍ଟା ଧରି ଟିକିଏ…

ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ନାରାବାଜି ସହ ଭାଙ୍ଗିଲେ ମଦ ଦୋକାନ ତାଲା । 

କନକ ବ୍ୟୁରୋ: ମଦ ବିରୋଧରେ ଗର୍ଜିଲେ ଶତାଧିକ ମହିଳା । ନାରା ବାଜି ସହ ମଦ ଦୋକାନର ତାଲାକୁ ଭାଙ୍ଗିଲେ । କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଳକର ପୋଡ଼ାଗଡ଼ ଗ୍ରାମରେ ମଦ ବିରୋଦରେ ତାତିଲେ ମହିଳା । ଆଉ କହିଲେ ମଦ ପାଇଁ ସେମାନେ ବିଧବା ହେବେ ନାହିଁ । କୁଆଡେ ସେମାନଙ୍କ ଗାଁକୁ ବିଧବା ଗାଁ ବୋଲି…

ଗୋଶାଳାକୁ ନିଜ ଓଜନର ରୂପା ଦାନ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । କହିଲେ ଗୋ ହତ୍ୟା ଅପରାଧୀଙ୍କୁ ୧୨ ବର୍ଷ…

କନକ ବ୍ୟୁରୋ : ଚର୍ଚ୍ଚାରେ ରହିବାକୁ ଏବେ ରାଜନେତା ଠାରୁ କଳାକାର ସମସ୍ତେ କିଛି ନା କିଛି ନିଆରା କାର୍ଯ୍ୟ କରୁଛନ୍ତି । ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏମିତି ଏକ ନିଆରା କାର୍ଯ୍ୟ କରିଛନ୍ତି ଯାହାକି ତାଙ୍କୁ ଚର୍ଚ୍ଚିତ କରିଛି । ସେ ରାଜ୍ୟରେ ଥିବା ଗୋଶାଳା ମାନଙ୍କର ଉନ୍ନତି କରିବାକୁ ନିଜ…

ରାସ୍ତାରେ କୁଢକୁଢ ଅଳିଆ ଦେଖି ନାକଟେକି ଦେଲେ ବାହାର ରାଜ୍ୟର ପର୍ଯ୍ୟଟକ । ନୟାଗଡରୁ ନିମାପଡା ଆସିଲେ, ନିଜେ ରାସ୍ତା…

କନକ ବ୍ୟୁରୋ: ପରିବେଶ ପରିଷ୍କାର ହେବ, ସମାଜ ସ୍ୱଚ୍ଛ ରହିବ, ମୋ ମାଟି, ମୋ ରାଜ୍ୟ, ମୋ ଦେଶ ସଫା ଦିଶିବ । କିଛି ଏମିତି ଝୁଙ୍କ ନେଇ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଏ ବ୍ୟକ୍ତି । ପେସା ଟୁରିଷ୍ଟ ବସର ହେଲପର କାମ । କିନ୍ତୁ ନିଶା ରାସ୍ତାଘାଟ ସଫା ରଖିବା । ହାତରେ କୋଦାଳ,…