Daily Archives

March 30, 2021

ଦେହକୁ ଯନ୍ତ୍ରଣା ଦେଇ ଭଗବାନଙ୍କୁ ପାଇବା ପାଇଁ ଉଦ୍ୟମ । ଦେହରେ କଂଟା ଫୋଡି, ଚାବୁକରେ ପିଟି ଦେବାଦେବୀଙ୍କୁ ସନ୍ତୁଷ୍ଟ…

କନକ ବ୍ୟୁରୋ: ଇଶ୍ୱରଙ୍କ ପ୍ରସନ୍ନ କରିବା ଲାଗି ଭକ୍ତ ଲହୁ ଲୁହାଣ । ନିଜକୁ ଆଘାତ ଦେଇ ଠାକୁରଙ୍କୁ ପ୍ରସନ୍ନ କରୁଛନ୍ତି ଭକ୍ତ । ମାଲକାନଗିରି ଜିଲ୍ଲା ପ୍ରସିଦ୍ଧ ବଡ ଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମାଲକାନଗିରି ବଡଯାତ୍ରାର ନିଆରା ପରମ୍ପରା,  କିଏ ଲୁହା କଂଟାରେ ନିଜକୁ ଆଘାତ…

ଉତ୍ତରପ୍ରଦେଶ କୋତବାଲିରୁ ଜବତ ହୋଇଥିଲା ୨୪ଶହ ପେଟି ମଦ । ପୋଲିସ ରିପୋର୍ଟରେ ସବୁ ମଦ ପିଇଦେଇଛନ୍ତି ମୂଷା

କନକ ବ୍ୟୁରୋ : ଉତ୍ତରପ୍ରଦେଶ ର ଏଟାୱା ଜିଲ୍ଲା ଲଗାତର ଭାବେ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି । ଏଠାରେ ପୋଲିସ ସିଜ୍ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ମଦକୁ ଚୋରାରେ ବିକିଦେଇ ଜେନେରାଲ ଡାଏରୀରେ ଏହାକୁ ମୂଷା ପିଇଦେଇଥିବା କଥା ଲେଖି ଦେଇଛି । ପୋଲିସର ଏଭଳି ରିପୋର୍ଟ ଏବେ ଚର୍ଚ୍ଚାର ବିଷୟ…

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୨୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

କନକ ବ୍ୟୁରୋ: ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଫଳରେ ଆଭ୍ୟନ୍ତରୀଣ ଓଡିଶାର ସମସ୍ତ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।…

ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ଭୂଷା ଘରେ ନିଆଁ ଲାଗି ୬ ଶିଶୁ ମୃତ୍ୟୁ

କନକ ବ୍ୟୁରୋ : ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ମକା ଗୋଦାମରେ ନିଆଁ ଲାଗିଯିବା ଫଳରେ ନିଆଁରେ ପୋଡି ହୋଇ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ମକା ଗାଁରେ ଥିବା ମକା ଗୋଦାମ ନିକଟରେ କିିଛି ପିଲା ଖେଳୁଥିଲେ । ଠିକ୍ ଏହି ସମୟରେ ଗୋଦାମଘରେ ନିଆଁ ଲାଗିଯିବାରୁ ପିଲାମାନେ…

ସରକାରୀ ଶିକ୍ଷକଙ୍କ ସ୍କୁଟି ଲାଇବ୍ରେରୀ । ଅପହଞ୍ଚ ଇଲାକାରେ ପହଞ୍ଚାଉଛି ଶିକ୍ଷାର ଆଲୋକ ବର୍ତ୍ତିକା ।

କନକ ବ୍ୟୁରୋ: ସ୍କୁଟି ଉପରେ ତିଆରି ହୋଇଛି ଲାଇବ୍ରେରୀ, ଆଉ ଗଛ ତଳେ ଚାଲିଛି ପାଠପଢା । କୁନି କୁନି ପିଲାମାନେ ନିଜ ମନ ପସନ୍ଦିଆ ବହିକୁ ନେଇ ପାଠ ପଢୁଛନ୍ତି ଆଉ ଅଙ୍କ କଷୁଛନ୍ତି । ପିଲାଙ୍କ ପାଖରେ ପହଞ୍ଚିଛି ନିଜେ ଲାଇବ୍ରେରୀ ଆଉ ତା ପୁଣି ସ୍କୁଟି ଉପରେ । ଏଭଳି କିଛି ଦୃଶ୍ୟ ଦେଖିବାକୁ…

ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ : କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ

କନକ ବ୍ୟୁରୋ : ଭୁବନେଶ୍ୱରରୁ ସାପ ବିଷ ଜବତ ହେବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାହୁଁଛି ବନ ବିଭାଗ । ଏଥିପାଇଁ ଅନୁରୋଧ କରିବ ବନ ବିଭାଗ । ଏପରିକି ଏନେଇ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ମଧ୍ୟ ଅବଗତ କରାଯାଇଛି । ଅଧିକ ତଦନ୍ତ ପାଇଁ ଏକ ଟିମ୍ ଆସିପାରେ । ଏହି ପୁରା କାରବାରରେ…