Daily Archives

March 30, 2021

ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ । ସୁଏଜ କେନାଲରୁ ହଟିଲା ଅଚଳାବସ୍ଥା । ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜଳପଥରେ…

କନକ ବ୍ୟୁରୋ: ଇଜିପ୍ଟର ସୁଏଜ କେନାଲରେ ଅଚଳବାସ୍ଥାରେ ସୁଧାର ଆସିଛି । ସୋମବାର ଦିନ କେନାଲରେ ଫସିଥିବା ତାଇୱାନ ଜାହାଜ ଗନ୍ତବ୍ୟସ୍ଥଳକୁ ଯିବା ଆରମ୍ଭ କରିଛି । ହେଲେ ଗତ ୬ ଦିନ ହେଲା ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିବାରୁ କେନାଲର ଦୁଇ ମୁଣ୍ଡରେ ସାଢେ ତିନିଶହରୁ ଅଧିକ…

ନନ୍ଦିଗ୍ରାମରେ ମହାସଂଗ୍ରାମ । ଶେଷ ଦିନରେ ମମତା ବନାମ ଶାହ ସୋ ।  ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମମତା ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ମହାଲଢେଇ । ମମତା ବନାମ ଶାହ । ନନ୍ଦିଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ମଙ୍ଗଳବାର ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି ଦୁଇ…

ବିଷ ବେଉସାର ଲମ୍ବା ଚେର । ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ । କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ…

କନକ ବ୍ୟୁରୋ: ଭୁବନେଶ୍ୱରରେ ସାପବିଷ କାରବାରର ଖୋଲୁଛି ସାଂଘାତିକ ସତ । ଶନିବାର କନକ ନ୍ୟୁଜର ଅଣ୍ଡରକଭର ରିପୋର୍ଟର ଏଭଳି କାରବାର ପର୍ଦ୍ଦାଫାସ କରିବା ପରେ ବନବିଭାଗର ନିଦ ହଜିଯାଇଛି ଆଉ ଆରମ୍ଭ ହୋଇଛି ଖୋଳତାଡ । ଆଶଙ୍କା କରାଯାଉଛି, ଏହି ପୂରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥାଇପାରେ ।…

ପିପିଲିରେ ପତିଆରାର ପଟୁଆର । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।…

କନକ ବ୍ୟୁରୋ: ପତିଆରାର ବିରାଟ ପଟୁଆର ଭିତରେ ଖୋଲା ଗାଡ଼ିରେ ଛିଡ଼ା ହୋଇ ଜୁନିୟର ମହାରଥୀ ଆଜି ନାମାଙ୍କନ ପାଇଁ ବାହାରିଥିଲେ । ଆଉ ତାଙ୍କ ପଛରେ ଥିଲା ବିଶାଳ ଶୋଭାଯାତ୍ରା । ସ୍ଥାନେ ସ୍ଥାନେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ସଂଗଠନ…

ଫ୍ରାନ୍ସ ନୌସେନାର ଦୁଇ ଜାହଜକୁ ଭାରତରେ ଜୋରଦାର ସ୍ୱାଗତ କଲା ନୌସେନା । କୋଚିର ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲରେ…

କନକ ବ୍ୟୁରୋ: ଫ୍ରାନ୍ସ ନୌସେନାର ଦୁଇ ଜାହଜକୁ ଭାରତରେ ଜୋରଦାର ସ୍ୱାଗତ କଲା ନୌସେନା । କୋଚିର ଇଂଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ ସ୍ୱାଗତ କରାଯାଇଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ମିଳିତ ସମରଭ୍ୟାସ ପାଇଁ ଫ୍ରାନ୍ସର ଏହି ଦୁଇ ଜାହାଜ ଭାରତ ଆସିଛି । କୋଚିର…

ବାହାର ରାଜ୍ୟର ଠିକାଦାର କରୁଛି ଓଡିଶାର ପାନୀୟ ଜଳ ପ୍ରକଳ୍ପ ।  ସୌମ୍ୟଙ୍କ ପ୍ରଶ୍ନ, କାହିଁକି ଦିଆଯାଉନି ଓଡିଆ ଲୋକଙ୍କୁ…

କନକ ବ୍ୟୁରୋ: ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ବିଧାନସଭାରେ ହଙ୍ଗାମା । ଓଡିଆ ଠିକାଦାରଙ୍କୁ ଉପେକ୍ଷା କରି ବାହାର ସଂସ୍ଥାକୁ କାମ ମିଳୁଥିବା ନେଇ ଆଜି ପ୍ରଶ୍ନ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ । ଓଡିଶାର ପାନୀୟ ଜଳ ପ୍ରକଳ୍ପରେ କାମ…