Daily Archives

March 30, 2021

ମଉଳି ଯାଉଛି ଓଡିଶାରେ ମେଟ୍ରୋ ଟ୍ରେନର ଆଶା । ବିଧାନସଭାରେ ମନ୍ତ୍ରୀ କହିଲେ, ୨୦୪୧ ଯାଏଁ ଟ୍ୱିନ ସିଟିରେ ଗଡିପାରିବନି…

କନକ ବ୍ୟୁରୋ: ମେଟ୍ରୋ ଟ୍ରେନ୍ ଓଡ଼ିଶାରେ ଦେଖିବାକୁ ଆମକୁ ଆହୁରି ଦୁଇ ଦଶନ୍ଧିରୁ ଅଧିକ ସମୟ ଲାଗିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଗଡ଼ିବା ନେଇ ଯେଉଁ ସ୍ୱପ୍ନ ଦେଖା ଯାଉଥିଲା, ସେହି ସ୍ୱପ୍ନରେ ପାଣି ଢ଼ାଳି ଦେଇଛି, ମେଟ୍ରୋ ଟେନକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ । ଏବେ ଟୁଇନ୍…

କରୋନା ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ । ନୀତି ଆୟୋଗ ସଦସ୍ୟ କହିଲେ, ଖରାପରୁ ଅତି ଖରାପ ହେଉଛି କରୋନା ସ୍ଥିତି ।

କନକ ବ୍ୟୁରୋ: କରୋନାର ପ୍ରତିଦିନର ସଂଖ୍ୟା ବଢୁଥିଲେ ବି ଏହାକୁ ହାଲକା ଭାବେ ନିଆଯାଇ ପାରିବ ନାହିଁ । ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ଦେଶରେ କରୋନା ସ୍ଥିତି ଖରାପରୁ ଅତି ଖରାପ ଆଡକୁ ଯାଉଛି । ଏହା ଉଦବେଗ୍ର…

ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ । ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳ ବାଇପାସ ସର୍ଜରୀ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହାସହ ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି  ରାଜନାଥ । ଗତ ୨୬ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ…

ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କେନ୍ଦ୍ର ସରକାର । କହିଲେ, ସଂଖ୍ୟା ବଢିଲେ କାମ ଦେବନି ସଙ୍ଗରୋଧ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ, ରାଜେଶ ଭୂଷଣ ସବୁ ରାଜ୍ୟ ସରକାରଙ୍କୁ ଚଠି ଲେଖି ସତର୍କ କରିଛନ୍ତି । କହିଛନ୍ତି, ଅଧିକ ସଂକ୍ରମଣ ହେଲେ କାମ ଦେବନି ସଂଗରୋଧ । ତେଣୁ କଂଟେନମେଂଟ ଜୋନ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଯେଉଁଠି ଅଧିକ ସଂଖ୍ୟାରେ ସଂକ୍ରମଣ ହେଉଛି…

ଜଳୁଛି ଓଡିଶା । ରାଜ୍ୟରେ ୧୬ ସହରରେ ପାରଦ ୪୦ ପାର୍ । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ

କନକ ବ୍ୟୁରୋ: ତତଲା ତାୱାରେ ସିଝୁଛି ଓଡିଶା । ପ୍ରବଳ ଖରା ଯୋଗୁଁ କଲବଲ ହେଉଛନ୍ତି ଲୋକେ । ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ଏହାସହ ଅଗାମୀ ୩ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ବଡ ବୟାନ । ଦିନକୁ ଦିନ ସାଙ୍ଘାତିକ ହେଉଛି ସ୍ଥିତି । ପରୀକ୍ଷା ହାର…

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡକ୍ଟର ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର…