Daily Archives

March 29, 2021

ପଶ୍ଚିମବଙ୍ଗରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର । ମୋଦୀ- ଦିଦିଙ୍କ ମଧ୍ୟରେ କଡ଼ା ଟକ୍କର । କ’ଣ ରହିଛି ଓଡ଼ିଆ ଭୋଟରଙ୍କ…

କନକ ବ୍ୟୁରୋ: ସାରା ଦେଶରେ ରଙ୍ଗର ପର୍ବ ହୋଲିକୁ ନେଇ ଉତ୍ସାହ ରହିଥିବା ବେଳେ ପଶ୍ଚିମବଙ୍ଗରେ ରାଜନୀତିର ଉଷ୍ମତା । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ପହିଲାରେ ହେବ । ୧୦ ବର୍ଷ ଧରି କ୍ଷମତାରେ ଥିବା ଟିଏମସି ସାମ୍ନାରେ…

ଯାଜପୁର ଗ୍ରୀନ ମାର୍କେଟରେ ହୁ ହୁ ହୋଇ ଜଳିଲା ନିଆଁ । ଚାହୁଁ ଚାହୁଁ ଜଳିଗଲା ୨ଟି ପରିବା ଗୋଦାମ । ଟ୍ରାକ୍ଟର, ପିକ୍ଅପ୍…

କନକ ବ୍ୟୁରୋ: ହଠାତ କେହି କିଛି ବୁଝିବା ପୂର୍ବରୁ ହୁ ହୁ ଜଳିଲା ନିଆଁ, ପୂରା ମାର୍କେଟ କଳାଧୁଆଁରେ ଭରିଗଲା । ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁ ଧୁଆଁରେ ଭୟଙ୍କର ହୋଇ ଉଠିଥିଲା ପୂରା ପରିବେଶ । ଚାହୁଁ ଚାହୁଁ ଜଳି ଯାଇଥିଲା ୨ଟି ପରିବା ଗୋଦାମ । ପୋଡି ପାଉଁଶ ହୋଇଗଲା ଗୋଦାମରେ ଥିବା…

ଚିନ୍ତା ବଢ଼ାଉଛି କରୋନର ଦ୍ୱିତୀୟ ଲହର । ୨୪ ଘଂଟାରେ ଦେଶରେ ୬୮ ହଜାରରୁ ଅଧିକ ପଜିଟିଭ୍, ଅକ୍ଟୋବର ୧୧ ତାରିଖ ପରେ ସବୁଠୁ…

କନକ ବ୍ୟୁରୋ: ଦେଶରେ ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଗତିରେ ମାଡିଚାଲିଛି । ତଳମୁହାଁ ହେବା ନାଁ ଧରୁନାହିଁ କରୋନା ଗ୍ରାଫ । ଗତ ୫ ଦିନର ସଂକ୍ରମଣ ଉପରେ ନଜର ପକାନ୍ତୁ – ୨୪ ଘଂଟାରେ ୬୮,୦୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଅକ୍ଟୋବର ୧୧ ତାରିଖ ପରେ ଏହା ସବୁଠୁ…

ଡବଲ ହେଲମେଟ ପିନ୍ଧିନଥିବାରୁ ସ୍ୱାମୀଙ୍କୁ ଟେକି ନେଲା ପୁଲିସ୍, ୩ କିଲୋମିଟର ଚାଲିଚାଲି ସ୍ୱାମୀ ପାଖରେ ପହଞ୍ଚିଲେ…

କନକ ବ୍ୟୁରୋ: ନିୟମ-କାନୁନ୍ ତା ବାଟରେ ଯାଏ, ହେଲେ ସେହି ବାଟରେ ଯଦି ମାନବିତାକୁ ଦଳିଚକଟି କ୍ଷତାକ୍ତ କରିଦିଆଯାଏ, ତେବେ ଆଇନର ବ୍ୟବସ୍ଥା ଉପରେ ଅନସ୍ଥା ଆସିବା ହୁଏତ ସ୍ୱାଭାବିକ୍ । ବ୍ୟବସ୍ଥା ଉପରେ ଅବ୍ୟବସ୍ଥା ଯେବେ ଭାରି ପଡେ, ପେଟରେ ୮ ମାସର ଛୁଆକୁ ଧରି ଗର୍ଭବତୀ ମହିଳାଙ୍କୁ ବାଟ…

ସିଲ ହେଲା କଲେଜ । ଏକାଥରେ ୩୬ ପଜିଟିଭ ଚିହ୍ନଟ ପରେ ଭବାନୀପାଟଣା ପ୍ରଗତି କଲେଜ ସିଲ୍ ।

କନକ ବ୍ୟୁରୋ: ଘରୋଇ କଲେଜରୁ ୩୬ ପଜିଟିଭ ଚିହ୍ନଟ ଘଟଣା । ସିଲ ହେଲା ଭବାନୀପାଟଣାର ପ୍ରଗତି କଲେଜ । ଏକାଥରେ ଏତେ ସଂଖ୍ୟାର କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡ ପଦକ୍ଷେପ । ତେବେ କଲେଜ ସିଲ ନେଇ କଳାହାଣ୍ଡି ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା…

ରାଜ୍ୟରେ ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ । 

କନକ ବ୍ୟୁରୋ: ରାଜ୍ୟରେ ଆଜି ଗ୍ରୀଷ୍ମର ପ୍ରଭାବ ଦେଖାଯାଇଛି । ପ୍ରବଳ ଖରାରେ ସିଝିଛି ଓଡିଶା । ଆଉ ଏହି ଖରାରେ ଲୋକମାନେ ଅନେକ ହନ୍ତସନ୍ତ ହୋଇଛନ୍ତି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ୪୦ ଡିଗ୍ରୀ ଓ ତାଠରୁ ଅଧିକ ତାପମାତ୍ରା ରହିଛି । ଏହା ମଧ୍ୟରେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରୀ…