ରାଜ୍ୟରେ ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ । 

135

କନକ ବ୍ୟୁରୋ: ରାଜ୍ୟରେ ଆଜି ଗ୍ରୀଷ୍ମର ପ୍ରଭାବ ଦେଖାଯାଇଛି । ପ୍ରବଳ ଖରାରେ ସିଝିଛି ଓଡିଶା । ଆଉ ଏହି ଖରାରେ ଲୋକମାନେ ଅନେକ ହନ୍ତସନ୍ତ ହୋଇଛନ୍ତି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ୪୦ ଡିଗ୍ରୀ ଓ ତାଠରୁ ଅଧିକ ତାପମାତ୍ରା ରହିଛି । ଏହା ମଧ୍ୟରେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ତାପମାତ୍ରା –

ବାଲେଶ୍ୱର-୪୦ ଡିଗ୍ରୀ

କଟକ-୪୦ ଡିଗ୍ରୀ

ଭୁବନେଶ୍ୱର-୪୦.୫ ଡିଗ୍ରୀ

ଅନୁଗୁଳ- ୪୧.୧ ଡିଗ୍ରୀ

ବାରିପଦା- ୪୨ ଡିଗ୍ରୀ

ଝାରସୁଗୁଡା-୪୨.୨ ଡିଗ୍ରୀ

ସମ୍ବଲପୁର-୪୧.୨ ଡିଗ୍ରୀ

ହୀରାକୁଦ-୪୧.୧ ଡିଗ୍ରୀ

ତାଳଚେର-୪୦.୩ ଡିଗ୍ରୀ

ଭବାନୀପାଟଣା-୪୦.୮ ଡିଗ୍ରୀ

ବଲାଙ୍ଗୀର-୪୧.୫ ଡିଗ୍ରୀ

ଟିଟଲାଗଡ-୪୨.୨ ଡିଗ୍ରୀ

ମାଲକାନଗିରି-୪୧ ଡିଗ୍ରୀ

ନୟାଗଡ-୪୦.୩ ଡିଗ୍ରୀ