Daily Archives

March 29, 2021

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪…

କନକ ବ୍ୟୁରୋ: ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଞ୍ଜାବ ସମେତ ଦେଶର ଆଠଟି ରାଜ୍ୟରେ ଦୈନିକ କୋଭିଡ୍‌-୧୯ ମାମଲା ରିପୋର୍ଟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ଦେଶରେ ରେକର୍ଡ ହୋଇଥିବା ୬୮,୦୨୦ଟି  ମାମଲା ମଧ୍ୟରୁ ୮୪.୫ ପ୍ରତିଶତ ମାମଲା କେବଳ ଏହି ୮ଟି ରାଜ୍ୟରୁ ରହିଛି ବୋଲି କେନ୍ଦ୍ର…

ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ଦୁର୍ଘଟଣାରେ ଗଲା ୬ଜଣଙ୍କ ଜୀବନ । ସମ୍ବଲପୁର ଓ ଢେଙ୍କାନାଳରେ ସଡକ…

କନକ ବ୍ୟୁରୋ: ହୋଲିରେ ଅଘଟଣ ଯୋଗୁ ବିଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର । ଆଜି ଦିନରେ ଦୁର୍ଘଟଣାରେ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ସହରର ମହାନଦୀରେ ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର…

ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୨ ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତଙ୍କ ଭିତରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରକୁ ଏବେ ଡରାଇବାରେ ଲାଗିଛି ଭୂତାଣୁ । କାହିଁକି ନା ଲଗାତାର ଭାବେ ରାଜଧାନୀର ବିଭିନ୍ନ ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିବାରେ ଲାଗିଛି । କେବଳ ଆଜି ରାଜଧାନୀରୁ ୩୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରେ ରହିଛନ୍ତି ମୋଟ ୨୬ ଜଣ…

ଯାଜପୁରରୋଡ ଗ୍ରୀନ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨ଟି ଗୋଦାମ ଘର, ଟ୍ରାକ୍ଟର ଓ ପିକଅପ ଗାଡି

କନକ ବ୍ୟୁରୋ: ଯାଜପୁର ରୋଡ ସ୍ଥିତ ଗ୍ରୀନ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଗୋଦାମ ଘର, ଗୋଟିଏ ଟ୍ରାକ୍ଟର ଓ ପିକଅପ ଭ୍ୟାନ । ନିଆଁ ଲିଭାଇବା ପାଇଁ ୩ଟି ଦମକଳବାହିନୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ…

ଶିକ୍ଷାନୁଷ୍ଠାନରେ ମାଡିଚାଲିଛି ମହାମାରୀ । ଭବାନୀପାଟଣା ପ୍ରଗତି କଲେଜରୁ ୩୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ । 

କନକ ବ୍ୟୁରୋ: ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଏବେ ମାଡିଚାଲିଛି ମହାମାରୀ । ବର୍ତ୍ତମାନର ତାଜା ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ପ୍ରଗତି କଲେଜରୁ ଏକାଥରକେ ୩୨ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର…

ଭୁବନେଶ୍ୱରରେ ଅଭାବନୀୟ ଘଟଣା । ମାଷ୍ଟରକ୍ୟାଣ୍ଟିନରେ ହାତ କାଟି ଦେଲେ ଯୁବତୀ । ଗୁରୁତର ଅବସ୍ଥାରେ କ୍ୟାପିଟାଲ୍…

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଭାବନୀୟ ଘଟଣା । ରାଜଧାନୀ ବାସିନ୍ଦା ହୋଲି ପାଳନ କରୁଥିବା ବେଳେ ସାମ୍ନାକୁ ଆସିଛି ଯୁବତୀଙ୍କ ଏକ କାରନାମା । ମାଷ୍ଟରକ୍ୟାଂଟିନ ଛକରେ ଜଣେ ଯୁବତୀ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ…