Daily Archives

March 25, 2021

ଆସାମ ଓ ପଶ୍ଚିମବଙ୍ଗରେ ଜମିଲା ନିର୍ବାଚନୀ ପ୍ରଚାର । ମମତାଙ୍କୁ ଟାର୍ଗେଟ କରି ଶାହା କହିଲେ, ସ୍କାମ ପାଇଁ ଟିଏମସି ଓ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖମନ୍ତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଲଢେଇ ହେଉଛି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହ, ରାଜନାଥ ସିଂ, ଜେପି ନଡ୍ଡା ଓ…

ବୟସ ୪୦, ହେଲେ ୧୧ ବର୍ଷ ହେଲା ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । କେନ୍ଦ୍ରାପଡ଼ା ରାଜନଗରରୁ ଆସିଲା ପୁଳପୁଳା ଅଭିଯୋଗ ।…

କନକ ବ୍ୟୁରୋ: ଭତା ପାଇଁ ବୟସ ଜାଲିଆତି । କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକର ଗୋଖଣି ଗାଁରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ସୁବାସ ପରିଡା ଘର ରାଜନଗର ବ୍ଲକର ଗୋଖଣି ଗାଁରେ । ୨୦୧୧ ଭୋଟର ତାଲିକାରେ ସୁବାସଙ୍କ ବୟସ ରହିଛି ୪୪ ବର୍ଷ । ହେଲେ ୨୦୧୯ ଭୋଟର ତାଲିକାରେ ତାଙ୍କ ବୟସ ୨୨ ବର୍ଷ…

ପାଣି ପାଇଁ ଲାଗିଛି କଳି । ଅନୁଗୁଳରେ ଗରା ଡେକଚି ଧରି ରାସ୍ତା ଅବରୋଧ କଲେ ମହିଳା । ଆଠଗଡ଼ରେ ପାଣି ଟୋପାଏ ପାଇଁ…

କନକ ବ୍ୟୁରୋ: ପାଣି ଟିକିଏ ପାଇବା ଏବେଠୁ ଡହଳ ବିକଳ ହେଲେଣି ଲୋକେ । ଆଜି ନାଲକୋ-ତାଳଚେର ରାସ୍ତା ଉପରେ ଲୋକମାନେ ଏହାକୁ ନେଇ ପ୍ରତିବାଦ କରିଛନ୍ତି । ଖାଲି ସେତିକି ନୁହେଁ, ରାସ୍ତା ଉପରେ ଗରା ମାଠିଆ ରଖି ବାଉଁଶ ପକାଇ ଅବରୋଧ କରିଛନ୍ତି ମହିଳା । ଖରା ଦିନେ ପାଣି ମୁନ୍ଦାଏ ପାଇଁ ରାସ୍ତା…

କାମାକ୍ଷାନଗରର ଦୁଇ ଛାତ୍ର ତିଆରି କଲେ ଜଳଚକ୍ର । ଜମିରେ ମାଡିଲା ପାଣି, ବିଭିନ୍ନ ପନିପରିବା ଚାଷ କଲେ ପରିବାର,…

କନକ ବ୍ୟୁରୋ : ଦୁଇ ଛାତ୍ରଙ୍କ କମାଲ । ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ତିଆରି କଲେ ଜଳଚକ୍ର । ପାଣି ବୋତଲ ଓ କିଛି ବାଉଁଶ ଖଣ୍ଡରେ ତିଆରି ହୋଇଥିବା ଜଳଚକ୍ର ଯୋଗେ ଚାଷ ଜମିକୁ ଅହରହ ମାଡୁଛି ପାଣି । କାମାକ୍ଷାନଗର ବାଇସିଙ୍ଗା ଗାଁରୁ ଦୁଇ ଛାତ୍ରଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି । ଚାଷ…

ବିଧାନସଭାରେ ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । କହିଲେ ବେକାରି ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର ବିକିନି…

କନକ ବ୍ୟୁରୋ: ବେକାରୀ ସମସ୍ୟାକୁ ନେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉତ୍ତର ଏବଂ ଏହାପରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରତିକ୍ରିୟା, ବିବାଦ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେପି ବିଧାୟକ ଯେଉଁ ଉଦାହରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି…

ଆସନ୍ତା କାଲି କୃଷକ ପାଳିବେ ଭାରତ ବନ୍ଦ । ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ସବୁ ରହିବ ବନ୍ଦ ।

କନକ ବ୍ୟୁରୋ: ଆସନ୍ତାକାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ, କଲେଜ ଓ ସ୍କୁଲ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । କଲେଜ ବନ୍ଦ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦେଇଥିବା ବେଳେ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ…