Daily Archives

March 25, 2021

କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଁଚିବ ସଂକ୍ରମଣ । ୧୦୦ ଦିନ…

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କରୋନା ସମ୍ପର୍କିତ ରିପୋର୍ଟ କିଛି ଏଭଳି ତଥ୍ୟ ଆଗକୁ ଆଣିଛି । ଯେଉଁଥିରେ କୁହାଯାଇଛି, ଦେଶରେ କରୋନାର ଦ୍ୱିତୀୟ ଲହର ଫେବ୍ରୁଆରୀ ୧୫ ପରେ ଆସିବାର ସଂକେତ ମିଳିଛି । ଏହି ରିପୋର୍ଟ କହିଛି, ମାର୍ଚ୍ଚ ୨୩…

କାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ, କଲେଜ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ।

କନକ ବ୍ୟୁରୋ: ଆସନ୍ତାକାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ ଓ କଲେଜ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । କଲେଜ ବନ୍ଦ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କାଲି କୃଷକ ସାରା ଭାରତରେ…

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ରେଭେନ୍ସାରେ କରୋନା ଚିହ୍ନଟ ପରେ ସବୁ ପରୀକ୍ଷା ବାତିଲ ।

କନକ ବ୍ୟୁରୋ: ରେଭେନ୍ସାରୁ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୟୁନିଭରସିଟିରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ କୁ ବୃଦ୍ଧି ହୋଇଛି । ଫଳରେ ଦୁଇ ଦିନ ଧରି ହେବାକୁ ଥିବା  ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ  ବାତିଲ କରିଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ହଷ୍ଟେଲରେ ଯେଉଁ…

ବନ୍ଦ ହେବନି ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଆଲୋଚନା ପରେ…

କନକ ବ୍ୟୁରୋ: ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ ।  ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ…

ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ ଘୁଞ୍ଚିଲା +୩ ପରୀକ୍ଷା

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏହି ତାରିଖରେ ହେବାକୁ ଥିବା ପରୀକ୍ଷା ୩୦ ତାରିଖରେ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା । ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ

କନକ ବ୍ୟୁରୋ: ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ଅଧିନ ଶିକ୍ଷାନୁଷ୍ଠାନ ଗୁଡିକ ୨ ଦିନ ବନ୍ଦ ରହିବ । ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ତେବେ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ…