କନକ ବ୍ୟୁରୋ: ବେକାରୀ ସମସ୍ୟାକୁ ନେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉତ୍ତର ଏବଂ ଏହାପରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରତିକ୍ରିୟା, ବିବାଦ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେପି ବିଧାୟକ ଯେଉଁ ଉଦାହରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଦେଖନ୍ତୁ, ଏହି ଭିଡିଓ...
ବିଧାନସଭାରେ ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । କହିଲେ ବେକାରି ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର ବିକିନି ପିନ୍ଧିଥିବା ମହିଳାଙ୍କ ପରି...
/kanak/media/post_attachments/wp-content/uploads/2021/03/18-31.jpg)