Daily Archives

March 24, 2021

ପିପିଲିରେ କାହା ବିରୁଦ୍ଧରେ ଲଢ଼ିବ କିଏ? ଉପ-ନିର୍ବାଚନ ପାଇଁ ବିଜେପିର ରୁଦ୍ଧଦ୍ୱାର ବୈଠକ । କଂଗ୍ରେସ କହିଲା- ସମ୍ଭାବ୍ୟ…

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିବା ପରେ ଏବେ ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ତା ଉପରେ ସାରା ଓଡ଼ିଶାର ନଜର ଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ଏକ ରୁଦ୍ଧଦ୍ୱାର ବୈଠକ କରିଛି । ନିର୍ବାଚନ ପାଇଁ…

ବିଧାୟକଙ୍କ ଅଡିଓ ଟେପକୁ ନେଇ ବିଧାନସଭାରେ ଉଠିଲା ଝଡ଼ । ଚାନ୍ଦବାଲି ବିଧାୟଙ୍କୁ ଘେରିଲେ ବିରୋଧୀ ଦଳ ନେତା

କନକ ବ୍ୟୁରୋ: ବାଂଶଡ଼ା ଥାନା ଏଏସଆଇ ଏବଂ ଚାନ୍ଦବାଲି ବିଧାୟକଙ୍କୁ ନେଇ ଘୁରି ବୁଲୁଥିବା ଅଡିଓ କ୍ଲିପ୍ ବିବାଦ ଭିତରେ ନେତାଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଏକ ବଡ଼ ଧରଣର ବିତର୍କ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗଟି ଏବେ ବିଧାନସଭାରେ ମଧ୍ୟ ପହଂଚିଛି । ବିଧାୟକ ଓ ପୁଲିସ୍ ଏଏସ୍ଆଇଙ୍କ ଭିତରେ…

ନୂଆପଡା ଜିଲ୍ଲାରୁ ଆସିଲା ବଡ ଖବର: ଗୋଟିଏ ଗାଁରୁ ଚିହ୍ନଟ ହେଲେ ୨୯ କରୋନା ପଜିଟିଭ୍ ।

କନକ ବ୍ୟୁରୋ: ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣର ଗ୍ରାଫ୍ ଧୀରେ ଧୀରେ ଉପରମୁହାଁ ହୋଇ ଗତି କରୁଥିବାବେଳେ ନୂଆପଡା ଜିଲ୍ଲା ନୂଆ ଟେନସନ ଆଣିଛି । ଜିଲ୍ଲାରୁ ଆଜି ଏକାଧରକେ ୩୩ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ସିନାପାଲି ବ୍ରାହ୍ମଣପଡା…

ମୁଖ୍ୟମନ୍ତ୍ରୀଙ୍କ ପାନୀୟ ଜଳ ସମୀକ୍ଷା: ପାନୀୟ ଜଳ ସମସ୍ୟା ଥିବା ହଟସ୍ପଟ୍‌ ଅଞ୍ଚଳ ଚିହ୍ନଟ କରି ପଦକ୍ଷେପ ନେବାକୁ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଓ ପୌରାଞ୍ଚଳ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଶତପ୍ରତିଶତ ପ୍ରସ୍ତୁତ ଅଛନ୍ତି ବୋଲି…

ଦେଶରେ ୧୩୨ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ । ୮୩ ଦିନରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି ।ଗୋଟିଏ ଦିନରେ ସାରା ଦେଶର ୪୭,୨୬୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଭିତରେ ମହାରାଷ୍ଟ୍ରର ସ୍ଥିତି ଉଦବେଗଜନକ ରହିଛି । ସେଠାରୁ ଗତ ୨୪ ଘଂଟାରେ ୨୮ ହଜାର ୬୯୯ ଜଣ ସଂକ୍ରମିତ…

ନବରଙ୍ଗପୁରରେ କାଲିଠାରୁ ନାଇଟ କର୍ଫ୍ୟୁ । ଜାଣନ୍ତୁ ନାଇଟ କର୍ଫ୍ୟୁ ବିଷୟରେ ୧୨ଟି ବଡ କଥା ।

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ କାଲିଠାରୁ ଜାରି ହେବ ନାଇଟ୍ କର୍ଫ୍ୟୁ । ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି…