Daily Archives

March 24, 2021

ପଶ୍ଚିମ ଓଡ଼ିଶାରେ କରୋନା ଭୟ । ଛତିଶଗଡ଼ କ୍ରିକେଟ ମ୍ୟାଚରୁ ଓଡ଼ିଶା ଆସିଲା କରୋନା । ରାୟପୁରରୁ ମ୍ୟାଚ୍ ଦେଖି ଫେରିଥିବା…

କନକ ବ୍ୟୁରୋ: ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ଟି ରୂପରେଖ ଚିହ୍ନଟ ହୋଇଛି । ଏହା ମଧ୍ୟରେ ରହିଛି ୭୩୬ଟି ବ୍ରିଟେନ ଷ୍ଟ୍ରେନ, ୩୪ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ । ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲ, ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂହ ଏହି…

ମାଲକାନଗିରି ପରେ ନବରଙ୍ଗପୁରରେ ଜାରି ହେଲା ନାଇଟକର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ…

କନକ ବ୍ୟୁରୋ: ମାଲକାନଗିରି ପରେ ନବରଙ୍ଗପୁର ଜିଲ୍ଲାରେ ଜାରି ହେଲା ନାଇଟ୍ କର୍ଫ୍ୟୁ । ଆସନ୍ତାକାଲିଠୁ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ରାତି ୮ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା…

ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । କୋଭିଡ୍ ନିୟମ ଅନୁପାଳନ ନେଇ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ…

କନକ ବ୍ୟୁରୋ: ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାଳରେ କୋଭିଡ୍ ନିୟମ ଅନୁପାଳନ କରିବା ନେଇ କଡା…

କରୋନା କଟକଣା ଭିତରେ ଆରମ୍ଭ ହେଲା ଗଂଜାମର ଦଣ୍ଡଯାତ୍ରା । ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ୨ ଶହ ଲୋକଙ୍କୁ ନେଇ…

କନକ ବ୍ୟୁରୋ: ବହୁ ପୁରୁଣା ପାରାମ୍ପରା ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ । ଗତବର୍ଷ କୋରନା କଟକଣା ଯୋଗୁଁ ବନ୍ଦ ରଖିବା ଦଣ୍ଡନାଚ ଏ ବର୍ଷ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କରୋନା କଟକଣା ଭିତରେ ୨୧ ଦିନ ଧରି ଦଣ୍ଡ ନାଚ ଚାଲିବ । ଦଣ୍ଡନାଚରେ କରାଯାଉଥିବା ସାଂସ୍କୃତିକ…

ରାଜନୀତିରେ ବାଜି ଲାଗିଛି ନୟାଗଡ ବୃତଙ୍ଗ ନଦୀବନ୍ଧ ଯୋଜନା । ମୁହାଁମୁହିଁ ହେଲେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ଏବଂ…

କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ଏବେ ରାଜନୀତିରେ ବାଜି ଲାଗିଛି ବୃତଙ୍ଗ ନଦୀବନ୍ଧ ଯୋଜନା । କିଛି ଦିନ ତଳେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ପ୍ରକଳ୍ପ କାର୍ଯ୍ୟକାରୀ ଦାବିରେ ପଦଯାତ୍ରା କରିଥିବା ବେଳେ ଏବେ ଏହାକୁ ବିରୋଧ କରି ମେଳି କରିଛି ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି । ତେବେ…

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ପୂର୍ବରୁ ପ୍ରତି ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ…

କନକ ବ୍ୟୁରୋ: ପ୍ରତିବର୍ଷ ମାନଙ୍କ ଭଳି ଏଥର ମଧ୍ୟ ଅଂଶୁଘାତକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ । ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ…