Daily Archives

March 15, 2021

ଟୋକନ ଅବଧି ଶେଷ ହେବା ପରେ ବି ପଡି ରହିଛି ବସ୍ତା ବସ୍ତା ଧାନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଚାଷୀଙ୍କ କରୁଣ…

କନକ ବ୍ୟୁରୋ: ମଣ୍ଡି ଖୋଲିଛି, କିନ୍ତୁ ସମୟ ବିତିଯାଇଥିଲେ ବିକ୍ରି ନ ହୋଇ ପଡିରହିଛି ବସ୍ତା ବସ୍ତା ଧାନ । ଯାହା ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ରାଜ୍ୟର ୩ଟି ସ୍ଥାନରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି କରୁଣ ଚିତ୍ର । ବରଗଡ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଡିସେମ୍ବର ୯…

ଅନଲାଇନରେ ଗାଈ ବିକ୍ରି କରିବା ପଡ଼ିଲା ମହଙ୍ଗା । ସାଇବର ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଯୁବକ ।

କନକ ବ୍ୟୁରୋ: ଆପଣ ଅନଲାଇନରେ କିଣାବିକା କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ । କାରଣ, ଆପଣଙ୍କର ଟିକିଏ ଅସାବଧାନତା, ହୁଏତ ଆପଣଙ୍କ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଖାଲି କରିଦେବ । ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ, ଏଭଳି କିଛି ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ…

ଫାଣ୍ଡି ପରିସରରେ କଙ୍କାଳ ମିଳିବା ଘଟଣା । ଯେତିକି ଉତ୍ତର ମିଳୁଛି, ସେତିକି ପ୍ରଶ୍ନ ବଢ଼ୁଛି । ମହିଳାଙ୍କ ପରିଚୟ ପାଇଁ…

କନକ ବ୍ୟୁରୋ: ବିଳମ୍ବରେ ହେଲେ ସୁଦ୍ଧା କଙ୍କାଳର କାହାଣୀ ଉପରୁ ପରଦା ହଟାଇବା ପାଇଁ ଗମ୍ଭୀରତାର ସହ ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍ । ମୃତ୍ୟୁର ୬ ମାସ ପରେ କଙ୍କାଳ ଉଦ୍ଧାର ହେବା ଏବଂ କଙ୍କାଳ ମିଳିବାର ଗୋଟିଏ ମାସ ଯାଏଁ ଏକ ପ୍ରକାର ନିରବ ଥିବା ପୁଲିସ୍ ପ୍ରଶାସନ, ଏବେ ଘନ ଘନ…

ବିଜେପି ନେତ୍ରୀ ଲେଖାଶ୍ରୀଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ମାନସିକ ଭାରସାମ୍ୟ ହରାଇ ସାରିଲେଣି ଲେଖାଶ୍ରୀ

କନକ ବ୍ୟୁରୋ: ବିଧାନସଭାରେ ବିଧାୟକଙ୍କ ସାନିଟାଇଜର ପିଇବା ଘଟଣାରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ପାନେଲିଷ୍ଟ ଇପ୍ସିସା ସାହୁ କହିଛନ୍ତି, ବିଜେପି ବିଧାୟକ ବିଧାନସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେଥିପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀ ମତ ରଖିବା ଉଚିତ ଥିଲା,…

ସାନିଟାଇଜର ବିବାଦ ଓ ମଣ୍ଡି ସମସ୍ୟାକୁ ନେଇ ଅଚଳ ବିଧାନସଭା । ବିଜେଡିର ଦାବି, କ୍ଷମା ମାଗନ୍ତୁ ବିଜେପି ବିଧାୟକ ।

କନକ ବ୍ୟୁରୋ: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ ରାଜନୀତି ଜୋର ଧରିଛି । ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଆଲୋଚନା ହୋଇପାରିନାହିଁ । ଏହି ପ୍ରସଙ୍ଗ ଏବେ ଦଳୀୟ ଫୋରମରେ ବି ପଂହଚିଛି ଆଉ ମୁହାଁମୁହିଁ…

ଦେଶରେ ଉପରକୁ ଉଠୁଛି କରୋନା ମିଟର । ଟିକା ନେବା ପାଇଁ କିନ୍ତୁ ଗ୍ରାମାଂଚଳ ଲୋକଙ୍କ ଆଗ୍ରହ କମ୍ । ଲକ୍ଷ୍ୟ ହାସଲ ନେଇ…

କନକ ବ୍ୟୁରୋ: ମହାରାଷ୍ଟ୍ର ସସେତ କିଛି ରାଜ୍ୟରେ କରୋନା ପୁଣି କାୟା ମେଲାଉଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସହରରେ ଟିକାକରଣ ଏକପ୍ରକାର ଭଲ ଚାଲିଛି, ହେଲେ ଛୋଟ ସହର ଓ ଗ୍ରାମାଂଚଳରେ ଟିକା ନେବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁନି । ରାୟଗଡ଼ା ଜିଲ୍ଲାରେ ୬୦ ବର୍ଷରୁ…