Daily Archives

March 15, 2021

ପ୍ରତି ବର୍ଷ ବିଜୁ ଜୟନ୍ତୀକୁ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ ଭାବେ ପାଳନ କରିବ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ । ଦେଶର…

କନକ ବ୍ୟୁରୋ: ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପ୍ରତି ବର୍ଷ ତାଙ୍କ ଜନ୍ମ ଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ…

ବାଟଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତ ଅରିଜ ଖାନକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ସାକେତ କୋର୍ଟ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଦିଲ୍ଲୀର ସାକେତ କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। କୋର୍ଟ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଅରିଜ ଖାନଙ୍କୁ ମାର୍ଚ୍ଚ ୮ରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଅରିଜର ଦଣ୍ଡ ଘୋଷଣା କରାଯାଇଛି। ବଟଲା ହାଉସ ଏନକାଉଣ୍ଟର…

ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବସରେ ଲାଗିଲା ନିଆଁ । ୨ ବସ ନଷ୍ଟ, ନିଆଁ ଲିଭାଉଛନ୍ତି ଅଗ୍ନିଶମ ବାହିନୀ ।

କନକ ବ୍ୟୁରୋ: ପୁରୀ ବସଷ୍ଟାଣ୍ଡରେ ନିଆଁ । ସୋମବାର ପୁରୀ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦୁଇଟି ବସରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଛିଡା ହୋଇଥିଲେ । ଏହି ସମୟରେ ହଠାତ୍ ନିଆଁ ଲାଗିଥିବା…

ଉଦଘାଟିତ ହେଲା କୃଷି ମହାକୁମ୍ଭ ‘କୃଷି ଓଡିଶା’ । ୫ ଦିନିଆ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଉଦଘାଟିତ ହେଲା କୃଷି ଓଡିଶା । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ୫ ଦିନିଆ କୃଷି ପ୍ରଦର୍ଶନୀ । ୧୫ ମାର୍ଚ୍ଚରୁ ୧୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି କୃଷି ମହାକୁମ୍ଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି…

ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଲେ, ରାଜ୍ୟରେ ଦିନକୁ ହେବ ୭୩୦୦…

କନକ ବ୍ୟୁରୋ : ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୟାନ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । ରାଜ୍ୟରେ ଦିନକୁ ୭ ହଜାର ୩ ଶହ ଆରଟିପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି।…

ରାଜ୍ୟରେ ଜଙ୍ଗଲ ଜଳିବା ନେଇ ରିପୋର୍ଟ ଦେଲା ଫରେଷ୍ଟ ଫାୟାର ଟାସ୍କ ଫୋର୍ସ । କହିଲା, ରାଜ୍ୟର ବନାଗ୍ନି ସମସ୍ୟା…

କନକ ବ୍ୟୁରୋ: ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଦମନ ଓ ପ୍ରଶମନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତୁରନ୍ତ ପଦକ୍ଷେପ ଫଳରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତାଧୀନ କରାଯାଇପାରିଛି । ସ୍ଥାନୀୟ ଜନ ସାଧାରଣ, ବନ ସୁରକ୍ଷା ସମିତି ତଥା ସମ୍ପ୍ରଦାୟ ଗୁଡିକଙ୍କର ସଚେତନତା କାର୍ଯ୍ୟକ୍ରମ ସହ ସହଯୋଗ ଓ…