Daily Archives

February 15, 2021

ପେଟ୍ରୋଲ କିଣିଲେ ପୋଡୁଛି ପକେଟ୍, ଖୁବଶୀଘ୍ର ମାରିପାରେ ସେଂଚୁରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପେଟ୍ରୋଲର ମୂଳଦର ହେଉଛି…

କନକ ବ୍ୟୁରୋ: ବେଲଗାମ ତୈଳ ଦର । ଲଗାତାର ଭାବେ ସପ୍ତମ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର  ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୨୯ ପଇସା ଓ ୩୫ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୯୫ ଟଙ୍କା ଟପିଯାଇଛି ।…

ତେଲଦର ବୃଦ୍ଧିକୁ ନେଇ ତାତିଲା କଂଗ୍ରେସ । ୬ ଘଂଟାର ଓଡିଶା ବନ୍ଦ ପାଳନରେ ଅଟକିଗଲା ଗାଡି ମୋଟର, ଫିଟିଲାନି ରାସ୍ତା ।

କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ଫଳରେ ୬ ଘଂଟା ଧରି ଅଟକି ଯାଇଛି ଓଡିଶା । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀ ଓ ନେତାମାନେ ସକାଳୁ ସକାଳୁ ପିକେଟିଂ ଆରମ୍ଭ କରିଦେଇଥିଲେ । ସକାଳ ୭ଟାରୁ ଦିନ ଗୋଟିଏ ଯାଏଁ ଏହି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀଙ୍କ…

ଓଡିଶା ବନ୍ଦରେ କଂଗ୍ରେସ କର୍ମୀଙ୍କ ଅରାଜକତା । ଅଟୋ ଚାଳକଙ୍କୁ କଲେ ମାରପିଟ୍, ଟ୍ରାଫିକ୍ ପୋଷ୍ଟରେ ଉପରେ ଚଢି କଲେ…

କନକ ବ୍ୟୁରୋ: କଂଗ୍ରେସର ଏହି ବନ୍ଦ କାହା ପାଇଁ? ଏହା କ’ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ? ଆନ୍ଦୋଳନ ନାଁରେ ଅତ୍ୟାଚାର ପାଇଁ କିଏ ଦେଲା ଅନୁମତି? ପେଟ୍ରୋଲ ଦରକୁ ବିରୋଧ କରି ବାଇକ ରାଲି? ଆଜି ବନ୍ଦ ପାଳନ ବେଳେ ଦେଖିଥିବା ଦୃଶ୍ୟରୁ ଉଠିଥିଲା ଏଭଳି କିଛି ପ୍ରଶ୍ନ । କଂଗ୍ରେସର ପ୍ରତିବାଦ ସମୟରେ…

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ୨ ଗୁଣା ହେବ । ୧୦ ଜିଲ୍ଲାରେ ଖୋଲିବ ଡବ୍ଲୁଓଡିସି…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକ…

କମିଲା ସୁନା ଦର, ବଢିଲା ରୂପା ଦର । ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପାର କିଲୋ…

କନକ ବ୍ୟୁରୋ : ସୁନାର ଦରରେ ଆଜି ହ୍ରାସ ଘଟିଥିବା ବେଳେ ରୂପାର ଦରରେ ଆଜି ମୂଲ୍ୟବୃଦ୍ଧି ଘଟିଛି। ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହୋଇ ଯାଇଥିବା ରୂପାର କିଲେ ପ୍ରତି ମୂଲ୍ୟରେ ୧,୦୦୦ ଟଙ୍କା ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍‌ ଏବଂ ଜୁଏଲର୍ସ ଆସୋସିଏସନ୍‌ ଲିମିଟେଡ୍‌…

କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲା । ଖାରଜ କଲେ ହାଇକୋର୍ଟ

କନକ ବ୍ୟୁରୋ : କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ବର୍ତ୍ତମାନ ସମୟରେ ଏହି ପ୍ରକଳ୍ପ ନେଇ ସମସ୍ତ ବିଷୟ ଚୂଡାନ୍ତ ହୋଇନାହିଁ । ରାଜ୍ୟସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କୋର୍ଟରେ ଯୁକ୍ତି ରଖିଥିଲେ । ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ ବୋଲି…