Daily Archives

February 15, 2021

ଶଯ୍ୟାଶାୟୀ ହୋଇ ପିଲାଙ୍କର ଗଢୁଛନ୍ତି ଜୀବନ । ଦୀର୍ଘ ୨୦ ବର୍ଷ ଧରି ବୁଣୁଛନ୍ତି ଶିକ୍ଷାର ଆଲୋକ । ହେଲେ ଏବେ ବି ସରକାରୀ…

କନକ ବ୍ୟୁରୋ: ବିଛଣାରୁ ଭବିଷ୍ୟତ ଗଢା । ଆମେ କହୁଛୁ ଏମିତି ଜଣେ ଶିକ୍ଷକଙ୍କ କଥା, ଯିଏ ୨୦ ବର୍ଷ ଧରି ବିଛଣାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଚାଳ ଛପର ତଳେ ଶଯ୍ୟାଶାୟୀ ହୋଇ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ନିଜ ଜୀବନ ସିନା ଏହି କୁଡିଆ ଭିତରେ ସୀମତ ହୋଇଯାଇଛି, କିନ୍ତୁ…

ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତ୍ତି ନେଇ ସାଂସଦ ଅପରାଜିତାଙ୍କ ପ୍ରେସମିଟ । ରାଜ୍ୟ ସରକାଙ୍କୁ ପଚାରିଲେ ୫ ପ୍ରଶ୍ନ

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ବାଇ-ଲକୁ ନେଇ ହେଉଥିବା ଅଭିଯୋଗର ଉତର…

ତୋର ମୋର ଯୋଡି, ବିହି ଦେଇଛି ଗଢି… ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା…

କନକ ବ୍ୟୁରୋ: ତୋର ମୋର ଯୋଡି, ବିହି ଦେଇଛି ଗଢି... ରଙ୍ଗ ନମ୍ବରରୁ ପ୍ରେମ, ଦେଖା ଚାହାଁ ପରେ ବାହାଘର । ଆକର୍ଷଣ, ଆତ୍ମୀୟତା ଆଗରେ ହାରମାନିଲା ଉଚ୍ଚତା । ୩ ଫୁଟ ୩ ଇଞ୍ଚର ପ୍ରେମକୁ ଆପଣାଇନେଲା ୫ ଫୁଟ ୨ ଇଞ୍ଚର ପ୍ରେମିକା । ସାମ୍ନାକୁ ଆସିଲା ସୋର ସିମୁଳିଆ ଅଞ୍ଚଳର ତାପସ, ସଂଯୁକ୍ତାଙ୍କ…

ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଦେଶର ସୈନ୍ୟବାହିନୀକୁ ଶକ୍ତି ଯୋଗାଇବାକୁ ସେନାରେ ସାମିଲ ହେଲା…

କନକ ବ୍ୟୁରୋ : ବଢିବ ଭାରତୀୟ ସେନାର ଶକ୍ତି । ଥରି ଉଠିବ ଶତ୍ରୁ । ଏଣିକି ଶତ୍ରୁ ଦେଶକୁ କଡା ଜବାବ ଦେବ ଭାରତ । ଦେଶ ଉପରେ ଆକ୍ରମଣ କଲେ ଆଉ ଚୁପ ବସିବନି ଭାରତ । କାରଣ ଦେଶର ସୈନବାହିନୀକୁ ଶକ୍ତି ଯୋଗାଇବାକୁ ଆସି ଯାଇଛି ଅର୍ଜୁନ ମେନ ବ୍ୟାଟେଲ ଟ୍ୟାଙ୍କ ଏମକେ-୧ଏ । ଶତ୍ରୁ ଦେଶକୁ ମାତ…

ନିଖୋଜ ପୋଷ୍ଟର ନେଇ ଅପରାଜିତାଙ୍କ ଜବାବ । କହିଲେ ଯିଏ ପୋଷ୍ଟର ମାରିଛନ୍ତି ସେମାନେ ମୋ ଶୁଭେଚ୍ଛୁ । ବାଇ-ଲ ନେଇ ରାଜ୍ୟ…

କନକ ବ୍ୟୁରୋ: ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡଙ୍ଗୀ । ନିଖୋଜ ପୋଷ୍ଟର ହ୍ୱାଟ୍ସଆପରେ ପାଇଲି । ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ । ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ…

ଢେଉ ମାଡରେ ନଦୀ ବନ୍ଧରୁ ଖସୁଛି ଅତଡା । ନଦୀ ଗର୍ଭକୁ ଚାଲିଯାଉଛି ଚାଷଜମି ଓ ଲୁଣା ଜଙ୍ଗଲ । ଚିନ୍ତାରେ ମହାକାଳପଡାରୁ…

କନକ ବ୍ୟୁରୋ: କୂଳ ଖାଉଛି ମହାନଦୀ । ଆଉ ନଦୀ ଗର୍ଭରେ ଲୀନ ହୋଇଯାଉଛି ଜମିବାଡି ସାଙ୍ଗକୁ ହେକ୍ଟର ହେକ୍ଟର କାଜୁ ଜଙ୍ଗଲ । ନଦୀର ପ୍ରଖର ଶ୍ରୋତ ସହିତ ଜୁଆର ମାଡ ହୋଇ ଅତଡା ଖାଉଛି ଆଉ ଆଗକୁ ଆଗକୁ ମାଡିଚାଲିଛି ମହାନଦୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାହାକୁଦ, ବରଜ ବାହାକୁଦ ଏବଂ…