Daily Archives

January 26, 2021

ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ

କନକ ବ୍ୟୁରୋ : ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ । ଗାଁ ମଝିରେ କୋଇଲା ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ଜନଶକ୍ତି ବିକାଶ ପରିଷଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୮ ଦିନ ହେଲା ଏଠାରେ ୨୪ ଘଂଟିଆ ଦିବାରାତ୍ର…

ରକ୍ତ ବରଫ ହୋଇଯିବା ଭଳି ଥଣ୍ଡାରେ ଗଣତନ୍ତ୍ର ଦିବସ ପାଳିଲେ ବୀର ଯବାନ । ମାଇନସ୍ ୨୫ ଡିଗ୍ରୀରେ ପତାକା ଉତୋଳନ, ବରଫ…

କନକ ବ୍ୟୁରୋ : ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ ଯବାନ ପାଳିଲେ ଗଣତନ୍ତ୍ର ଦିବସ । ହିମାଳୟର ଲଦାଖ୍ ଅଂଚଳରେ ବୀର ଯବାନଙ୍କ ସାହସିକତାର ଝଲକ୍ । ବରଫପାତ ଓ ତାପମାତ୍ରା ମାଇନସ୍ ଡିଗ୍ରୀକୁ ଯିବା ସତ୍ୱେ ପତାକା ଉତୋଳନ କରିଛନ୍ତି ବୀର ଯବାନ । ଏହା ସହ ଲଦାଖରେ ମାଇନସ ଡିଗ୍ରୀ ତାପାମାତ୍ରା…

ଧୂଳିସାତ ହେଲା ହନୁମାନ ପଇସା ବିକ୍ରି କରି କୋଟିପତି ହେବାର ସ୍ୱପ୍ନ । ବ୍ରହ୍ମପୁରରୁ ଗିରଫ ହେଲେ ୭ ଜଣ

କନକ ବ୍ୟୁରୋ : ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା ବିକ୍ରି କରି କୋଟିପତି ହେବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ବ୍ରହ୍ମପୁରସ୍ଥିତ ବଡ଼ବଜାର ଅଂଚଳରେ ହନୁମାନ ମୁଦ୍ରା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଛି। ଫଳରେ ୭ ଅଭିଯୁକ୍ତଙ୍କ ଯୋଜନା ପଣ୍ଡ…

ଭିନ୍ନକ୍ଷମ ମାଗୁଛି ନ୍ୟାୟ, କୁଆଡେ ଗଲା ଅଭିଯୁକ୍ତ ? ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ…

କନକ ବ୍ୟୁରୋ : ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ଅଭିଯୋଗ ସତ୍ୱେ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫେରାର ହେବାରେ ସକ୍ଷମ…

ଓଡିଶାର ଗୌରବ ବଢାଇଲେ ଅଖ୍ୟାତପଲ୍ଲୀର ପୂର୍ଣ୍ଣମାସି ଜାନି । ଗଛମୂଳେ ପାଠ ପଢାଇ ପଦ୍ମ ପୁରସ୍କାର ପାଇଲେ ନନ୍ଦ ସାର୍ । 

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ…

୭୨ତମ ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ଭାରତ । ଦିଲ୍ଲୀ ଆକାଶରେ ଗର୍ଜନ କରି ଉଡିଲା ରାଫେଲ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଭାରତ ଦେଖାଇଛି ଶକ୍ତି ପ୍ରଦର୍ଶନ । ଅତ୍ୟାଧୁନିକ ହତିଆର, ମିସାଇଲ, ଲଢୁଆ ବିମାନ ସହ ସେନାର ଆକର୍ଷଣୀୟ ପ୍ରଦର୍ଶନ ବିଶ୍ୱକୁ ଦେଇଛି ଦୃଢତାର ବର୍ତ୍ତା । ଦିଲ୍ଲୀ ରାଜପଥରେ ରାଫେଲ, ବ୍ରହ୍ମୋସ ଓ ଅନ୍ୟ ମିସାଇଲ ପ୍ରଦର୍ଶନ ନିଶ୍ଚିତ ଭାବେ ନାଲିଆଖି ଦେଖାଇବା…